ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଅବସ୍ଥାପିତ ଅଗ୍ରଣୀ ସଂଗଠନ ସଂସ୍ଥା ବାଲାଜୀ ଆଇ.ଟି.ଆଇ.ରେ ବିଶ୍ୱନିର୍ମାତା ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପବିତ୍ରପୂଜା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କ ସ୍ଥାପନ ସଦୃଶ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଏବଂ ଭୋଜିଭାତର ଆୟୋଜନ ହୋଇ ଅନୁଷ୍ଠାନରେ ପୂଜା ସମ୍ଭାର ଉଦ୍ଯାପିତ ହୋଇଯାଇଛି ।
Prev Post
Next Post