jsm

ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ଶ୍ରଦ୍ଧାଞ୍ଜଳି

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପ୍ରସ୍ତାବିତ ପର୍ଶୁରାମ କଲ୍ୟାଣ ମଣ୍ଡପଠାରେ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଆବାହକତ୍ୱରେ ଅନେକ ସଦସ୍ୟ, ସଦସ୍ୟମାନଙ୍କ ଦ୍ୱାରା, ହୃଦୟ ବିଦାରକ ବିମାନ ଦୁର୍ଘଟଣାରେ ମୃତ୍ୟବରଣ କରିଥିବା ଯାତ୍ରୀମାନଙ୍କ ଏବଂ ସିଭିଲ୍‌ ହସ୍ପିଟାଲ ଡାକ୍ତର ଓ ଡାକ୍ତରୀ ଛାତ୍ରମାନଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଦ୍ୱୀପ ପ୍ରଜ୍ଜଳନ ସ୍ୱରୁପ ଶ୍ରଦ୍ଧାଞ୍ଜଳି ଏବଂ ଶାନ୍ତିମନ୍ତ୍ର ଉଚ୍ଚାରଣ କରାଯାଇଥିଲା ଓ ଶୋକାକୁଳ ପରିଜନଙ୍କୁ ସମ୍ବେଦନା ଜ୍ଞାପନ ସହ ଇଶ୍ୱରଙ୍କଠାରେ ତାଙ୍କୁ ଶକ୍ତି ପ୍ରଦାନ ନିମିତ୍ତାର୍ଥେ ପ୍ରାର୍ଥନା କରାଯାଇଥିଲା । ସଭାରେ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ଶିବ ଶଙ୍କର ଖୁଆସ, ଶ୍ରୀକର ମିଶ୍ର, ଗୋପବନ୍ଧୁ ଶତପଥୀ, ଜଗଦିଶ ପ୍ରସାଦ ନାଥ, ଶିବ ନାରାୟଣ ରଥ, ସୁବାଷ ଶତପଥୀ, ସଂକୀର୍ତ୍ତନ ତ୍ରିପାଠୀ, ପର୍ଶୁରାମ ନାୟକ, ସୁବାଷ ଦାଶ, କସ୍ତୁରୀ ରଥ, ନିହାରିକା ମିଶ୍ର, ରଞ୍ଜିତା ମିଶ୍ର, ରାଜଶ୍ରୀ ତ୍ରିପାଠୀ, ରଞ୍ଜିତା ପାଣିଗ୍ରାହୀ, ସୁରେଶ ମିଶ୍ର, ରାଜେଶ ପଣ୍ଡା, ଲୋକନାଥ ନେପାକ, ଗୋପବନ୍ଧୁ ବେହେରା, ପବିତ୍ର ଦାଶ, ଭକ୍ତ ବନ୍ଧୁ, ରଣଜିତ ପଣ୍ଡା, ପିଙ୍କୁ ଖୁଆସ, ଲଳିତ ପଣ୍ଡା, ସୋମନାଥ ମିଶ୍ର, ଦାମୋଦର ଓତା, ସନ୍ତୋଷ ମିଶ୍ର, ରାମ ଶତପଥୀ, ଧର୍ମ ପ୍ରସାଦ ଆଚାର୍ୟ୍ୟ, ବିଜନ୍ ନାୟକ, କୃପାସିନ୍ଧୁ ମିଶ୍ର, ବାବୁ ପୁଝାରୀ ଏବଂ ସୁଧିର ତ୍ରିପାଠି ଆଦି ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.