oom

ବିନା ଫାଟକ ବନ୍ଦରେ ଚାଲିଲା ଦୁର୍ଗ ପୁରୀ ଇଣ୍ଟର ସିଟି ଟ୍ରେନ୍ : ବିପଦରେ ଜନସାଧାରଣ ଉଚିତ ତଦନ୍ତ ପାଇଁ ଦାବି

jsmm

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନର ବଙ୍ଗୋମୁଣ୍ଡା ରେଲୱେ ଫାଟକରେ ରବିବାର ସନ୍ଧ୍ୟାରେ ବିନା ଗେଟ୍ ବନ୍ଦରେ ଚାଲିଲା ଦୁର୍ଗ ପୁରୀଇଣ୍ଟର ସିଟି ଏକ୍ସପ୍ରେସ । ବିପଦରେ ଜନସାଧାରଣ ଭୟଭୀତ ଜନତା । ସୂଚନା ଅନୁସାରେ ରବିବାର ସନ୍ଧ୍ୟା ୮.୨୨ମିନିଟ୍ ସମୟରେ ନୀତି ପ୍ରତିଦିନ ଦୁର୍ଗରୁ ଭୁବନେଶ୍ୱର ଯାଉଥିବା ଦୁର୍ଗ ପୁରି ଇଣ୍ଟ୍ରରସିଟି ଏକ୍ସପ୍ରେସ ଯିବା ସମୟରେ କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଯିବା ଫାଟକରେ ବିନା ଫାଟକ ବନ୍ଦରେ ଚାଲିଲା ଟ୍ରେନ୍, ଅଳ୍ପକେ ବାର୍ତିଲେ ଲୋକେ । ବିନା ଗେଟ୍ ବନ୍ଦ୍ କରି ଯିବା କେତେ ଜେ ବିପଦ କିଏ କହିବ, ରେଲୱେ ବିଭାଗ କର୍ମଚାରୀଙ୍କ ଅବହେଳା ପାଇଁ ଅଳ୍ପକେ ବର୍ତିଲେ ଲୋକେ ଦୁତ୍ରଗତିରେ ମାଡ଼ିଗଲା ଦୁର୍ଗ ପୁରୀ ଟ୍ରେନ୍ ଲୋକେ ଦେଖି ଅବାକ୍ ଓ ଛାନିଆ । ବର୍ତ୍ତମାନ କାହାର କ୍ଷତି ହୋଇନାହିଁ କିନ୍ତୁ ବହୁତ୍ ବଡ଼ ଅଘଟଣରୁ ବର୍ତ୍ତିଲେ ଲୋକେ । ଯଦି କୌଣସି ଯାନ୍ତ୍ରିକ ତ୍ରୁଟି ହେଲା ତାହେଲେ ଷ୍ଟେସନ ମାଷ୍ଟରକୁ କହି ବିପଦ ପୂର୍ଣ୍ଣ ସିଗ୍ନାଲ ଦେବା କାଥା କିମ୍ୱା ରେଲୱେ ଜି ଆର ପୀ କିମ୍ୱା ଆର ପି ଏଫକୁ ଖବର ଦେଇ ଲୋକଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକତା ଥିଲା, ତେବେ ଜିଏ ଗେଟ୍ ମ୍ୟାନ ଅଛି ତାର ଖାମଖିଆଲି ମନୋଭାବ ପାଇଁ ଯାଇଥାନ୍ତା ଅନେ ଲୋକଙ୍କ ଜୀବନ, ତେବେ କେନ୍ଦ୍ର ରେଲୱେ ମନ୍ତ୍ରଣାଳୟ ଓ ଓଡ଼ିଶା ରେଲୱେ କର୍ମଚାରୀ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଇଛି ।

jittmm
Leave A Reply

Your email address will not be published.