ଭଞ୍ଜନଗର ପୋଲିସର ସ୍ୱତନ୍ତ୍ର ଅପରେସନରେ ୯ ଗିରଫ : ୫ ବନ୍ଧୁକ ଜବତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବେଆଇନ ବନ୍ଧୁକ ରଖିଥିବା ମାମଲାରେ ଅପରାଧୀଙ୍କୁ ଦମନ କରିବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅପରେସନରେ ଆଉ ଏକ ବଡ଼ ସଫଳତା ମିଳିଛି । ଭଞ୍ଜନଗର ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ ବେଳେ ୯ ଜଣ ଅଭିଯୁକ୍ତଙ୍କ ଠାରୁ ୫ଟି ବନ୍ଧୁକ, ଦୁଇଟି ଖେଳନା ପିସ୍ତଲ ସହ ୧୬ ରାଉଣ୍ଡ ଜୀବନ୍ତ ଗୁଳି ପୋଲିସ ଜବତ କରିଛି ।

jittmm
Leave A Reply

Your email address will not be published.