oom

ଛେଣ୍ଡ୍ କଲୋନୀରେ ଭାରତୀୟ ସେନାର ସମ୍ମାନାର୍ଥେ ବିଜୟ ଶୋଭାଯାତ୍ରା

jsmm

ରାଉରକେଲା, (ସସ୍ମିତା ପ୍ରଧାନ ) : ଭାରତୀୟ ସେନାର ଅପରେସନ ସିନ୍ଦୂରର ଅପୂର୍ବ ସଫଳତା ପରିପ୍ରେକ୍ଷୀରେ ଦେଶ ବ୍ୟାପୀ ବିଜୟ ଉତ୍ସବ ପାଳନ ଅବସରରେ ରାଉରକେଲାର ରୋଟାରୀ କ୍ଲବ ରିଭର ସାଇଡ୍, ଇନ୍ ହୁଇଲ କ୍ଲବ୍ ରିଭର ସାଇଡ୍ ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଛେଣ୍ଡ୍ କଲୋନୀରେ ଏକ ବିଶାଳ ରାଲି ଆୟୋଜିତ ହୋଇଯାଇଛି । ରୋଟାରୀ କ୍ଳବ୍ ରିଭର ସାଇଡର ରୋଟାରୀଆନ ପ୍ରମିଳା ମିଶ୍ର, ଶଙ୍କର ପ୍ରସାଦ ତ୍ରିପାଠୀ, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଦୀପକ ଦାଶ, ବସନ୍ତ କୁମାର ପାଠୀ, ସିଦ୍ଧିନାଥ ଜ୍ୟୋତିଷୀ, ସୁଖବିନ୍ଦର ସିଂ, ସିମରନ ଜିତ ସିଂ, ଇନର ହୁଇଲ କ୍ଲବର ଅଜିତା ମହାନ୍ତି, ସୁପ୍ରିୟା ମହାନ୍ତି, ପ୍ରତିମା ମହାପାତ୍ର, ଅଞ୍ଜଳି ହୋତା, ଡିମ୍ପଲ ସାହୁ, ଆରତି ପଣ୍ଡା, ସଙ୍ଗୀତା ରଣା, ଡଃ ସଂଯୁକ୍ତା ପତି, ନିବେଦିତା ପଟ୍ଟନାୟକ, ରଞ୍ଜିତା ପାଣିଗ୍ରାହୀ, ଅନିତା ନାୟକ, ଅଂଶିକା ସେବନ, ସଙ୍ଗୀତା ରାମା, ପ୍ରଜ୍ଞା ତ୍ରିପାଠୀ, ସବିତା ମହାନ୍ତି ଏବଂ ଗୋପବନ୍ଧୁ ପାଠାଗାରର ହରିହର ଶତପଥୀ, ଲକ୍ଷ୍ମଣ ନାଥ ଦାସ, ଜଗବନ୍ଧୁ ଜେନା, ହରିହର ନାୟକ, ନଳିନୀ ପ୍ରଭା ପଟ୍ଟନାୟକ , ଡଃ କିଶୋରୀ ଦାଶ, ରବୀନ୍ଦ୍ର କୁମାର ସରାଫ, ଅନୀଲ କୁମାର ଦାଶ, ନିର୍ମଳ କୁମାର ଆଚାର୍ଯ୍ୟ, ନମିତା ଆଚାର୍ଯ୍ୟ, ପ୍ରତାପ ଚନ୍ଦ୍ର ମହାନ୍ତି, ଆଦିକନ୍ଦ ନାୟକ, ରବୀନ୍ଦ୍ର ନାଥ ସାହୁ, ପ୍ରକାଶ କୁମାର ମହାନ୍ତି, ଭଜହରି ବେହେରା, ଘନଶ୍ୟାମ ମିରି, ମଧୁସୂଦନ ବଳ, ନାରାୟଣ ସାହୁ, ରମେଶ ଚନ୍ଦ୍ର ସିଂହ, ରବୀନ୍ଦ୍ର କୁମାର ଦାଶ, ଜି.କେ.ରାୟ, ଅଶୋକ କୁମାର ଶୁକ୍ଲ, ଧ୍ରୁବ ଚରଣ ନାୟକ, ମାଥିଆସ ଲାକ୍ରା ପ୍ରମୁଖ ଶତାଧିକ ସଦସ୍ୟ ସଦସ୍ୟା ଏହି ରାଲିରେ ଯୋଗ ଦେଇ କଲୋନୀ ପରିକ୍ରମା କରିବା ସହ ବୀର ଜବାନ ମାନଙ୍କ ସମ୍ମାନାର୍ଥେ ବିଭିନ୍ନ ଜାତୀୟତା ବୋଧକ ସ୍ଲୋଗାନ ଦେଇଥିଲେ । ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ଏବଂ ପଥଚାରୀମାନଙ୍କୁ ଲଡୁ ପ୍ରଦାନ କରି ଆପ୍ୟାୟିତ କରାଯାଇଥିଲା ।

jittmm
Leave A Reply

Your email address will not be published.