
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜ ସଂଯୁକ୍ତା ପୁରୋହିତଙ୍କ ବିୟୋଗରେ ପଦ୍ମପୁର ଗଣମାଧ୍ୟମର ପ୍ରତିନିଧି ଗଣ ଗୁରବାର ପାଇକମାଲଠାରେ ସାଂସଦ ପୁରୋହିତଙ୍କ ଉପସ୍ଥିତରେ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଗଣମାଧ୍ୟମ ପ୍ରତିନିଧି ରତ୍ନମଣୀ ଶତପଥୀ, ଅଶ୍ୱିନୀ ଧରୁଆ, ନିରୋଜ ପାଣି, ପ୍ରଦୀପ୍ତ ଦାଶ, ସୁଦାମ ପଧାନ, ଦୁର୍ଗା ଶଙ୍କର ଶତପଥୀ, ଧିରେନ ମହାନ୍ତି, ଅଷିତ ସ୍ୱାଇଁପ୍ରମୁଖ ଉପସ୍ଥିତ ଥିଲେ ।