oom

କଣ୍ଟାବାଞ୍ଜିରେ ମାଟିର ମହୋତ୍ସବ ଦୃତୀୟ ଦିନରେ

jsmm

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ରେଲବାଇ ଖେଳ ପଡ଼ିଆ ଠାରେ ସୋମବାର ଠାରୁ ଚାଳିଥିବା କଣ୍ଟାବାଞ୍ଜି ମାଟିର ମହୋତ୍ସବ ଗୁରୁବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଉଦଯାପାନୀ ଅବସର ଦିନ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓଙ୍କ ଯୋଗଦେଇ ମାଟିର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଆଗାମୀ ଦିନରେ କଣ୍ଟାବାଞ୍ଜି ସହର ଇତିହାସ ଦିନବେଳା ଏକ ଆଲୋଚନାଚକ୍ର କରିବାକୁ ମହୋତ୍ସବ କମିଟିକୁ ଅନୁରୋଧ କରିଥିଲେ । ଏଥି ସହ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଇତିହାସକୁ ନେଇ ବକ୍ତବ୍ୟ ରଖିଥିଲେ, ତେବେ ଆଗାମୀ ଦିନରେ ମାଟିର ମହୋତ୍ସବକୁ ଉପ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଭାବେ ନଜର ଦେବାକୁ ଆୟୋଜକ କମିଟି ପକ୍ଷରୁ ଅନୁରୋଧ କରାଯାଥିଲା ,, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟିର ଅଧକ୍ଷ ତଥା ବିଧାୟକ ଲକ୍ଷ୍ମଣ ବାଗ ସଭାପତି ବ୍ରଜ ଶ୍ୟାମ ଗୁରୁ, ବରିଷ୍ଠ ବିଜେପି ନେତା ଶିବାଜି ମହାନ୍ତି, ଆବାହକ ପୂଷ୍ପକେତୁ ବେହେରା ଜିଲ୍ଲା ବିଜେପି ସଭାପତି ଶ୍ରୀବଛ ବେହେରା, ସହ ସମ୍ପାଦକ ଦିନେଶ ମହାନାନ, ବେହେରା, ଡକ୍ଟର ଗୋବିନ୍ଦ ଅଗ୍ରୱାଲ ମଞ୍ଚାସିନ ଥିଲେ,, ଏହି ଅବସର ଅଭିନେତ୍ରୀ ତଥା ଆଇନଜୀବୀ ପ୍ରାଚୀ ପାଣିଗ୍ରାହୀ ଉପସ୍ଥାପକ ସୁଶିଲ ପୋଡ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା କାର୍ଯ୍ୟ କ୍ରମରେ ଉପସଭାପତି ସଞ୍ଜୟ ଗାନ୍ଧି, ସନ୍ତୋଷ ଅଗ୍ରୱାଲ ନିଶିକାନ୍ତ ମହାପାତ୍ର, କୈଳାଶ ଦୀପ, ସହ ସମ୍ପାଦକ ତୁଳସି ରାମ ଜଗତ, ଆଶିଷ ଅଗ୍ରୱଆଲ ଆଇନ୍ ପରାମର୍ଶ ଦାତା ବିବେକ ଶର୍ମା, ପ୍ରଚାରକ ରୋହନ କୁମାର ମହତ, ସଂସ୍କୃତି ସଂଯୋଜକ ରଶ୍ମିରଞ୍ଜନ ପୁଟେଲ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରମାନନ୍ଦ ପୁଟେଲ, ରାଜୁ ବାରିକ, ଉପ ସଭାପତି ନିଶିକାନ୍ତ ମହାପାତ୍ର, ପ୍ରମୁଖ ସହଯୋଗ କରି ଥିଲେ ।

jittmm
Leave A Reply

Your email address will not be published.