ଓଡିଆ ଅଭିନେତା ରବି ମିଶ୍ରଙ୍କ ହୃଦ୍‌ଘାତରେ ପରଲୋକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବିଶି‌ଷ୍ଟ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦ୍‌ଘାତରେ ପରଲୋକ ହୋଯାଇଛି । ତାଙ୍କ ହାର୍ଟରେ ୮୦ ପ୍ରତିଶତ ବ୍ଳକେଜ୍‌ ଥିଲା ଓ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ବୋଲି ଡାକ୍ତର ସୂଚନା ଦେଇଥିଲେ । ରବି ମିଶ୍ରଙ୍କ ପରଲୋକ ନେଇ ପରିବାର ସୂତ୍ରରୁ ସୂଚନା ମିଳିଛି । ତା‌ଙ୍କ ବିୟୋଗରେ ସାରା ଓଡିଶାର ଏକ ବଡ କ୍ଷତି ଘଟିଛି ବୋଲି କଳାକାର ଜଗତରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.