କାହିଁଗଲେ ବଲାଙ୍ଗିର୍‌ ରୁଗୁଡ଼ିପଡ଼ାର୍‌ କୁଲ୍‌ଦୀପ୍‌ ପାଢ଼ୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କାହିଁଗଲେ ବଲାଙ୍ଗିର୍‌ ରୁଗୁଡ଼ିପଡ଼ାର୍‌ କୁଲ୍‌ଦୀପ୍‌ ପାଢ଼ୀ । ସାତ୍‌ ଦିନ୍‌ ହେଇଗଲା ତାଙ୍କର୍‌ ଅତାପତା ନେଇଁ ମିଲ୍‌ବାର୍‌ । ଗଲା ୧ ତାରିଖ୍‌ ରାତିର୍‌ ପାଖାପାଖି ସାଢେ଼ ୭ ବଜେ ସୋନପୁର ସଦର ପୁଲିସ୍‌ ପେଟ୍ରୋଲିଂ କରୁଥିଲା ବେଲ୍‌କେ ମହାନଦୀ ବ୍ରିଜ୍‌ ଉପ୍‌ରୁ ଓଡ଼ି୦୩ଏଚ୍‌-୨୮୨୪ ନମ୍ବର ଥିବାର୍‌ ଗୁଟେ ବାଇକ୍‌ ଉଦ୍ଧାର କରିଥିଲା । ତାର୍‌ ସାଂଗେ ମନିପର୍ସ ଆର୍‌ ଚପଲ୍‌ ବି ଉଦ୍ଧାର କରିଥିଲା ପୁଲିସ୍‌ । ଜବତ୍‌ ହେଇଥିବାର୍‌ ବାଇକ୍‌, ଚପଲ୍‌ ଆର୍‌ ମନିପର୍ସ କୁଲ୍‌ଦୀପଙ୍କର୍‌ ବଲି ଜନା ପଡ଼ିଛେ । ବ୍ରିଜ୍‌ ଉପ୍‌ରେ ବାଇକ୍‌, ଚପଲ୍‌ ଆର୍‌ ମନିପର୍ସ ରଖି କରି ମହାନଦୀ କେ ଡେଗି ଦେଇଥିବାର୍‌ ସଂଦେହ କରି ସୋନପୁର ଆର୍‌ ବଲାଙ୍ଗିର ପୁଲିସ ତନାଘନା ତଦନ୍ତ କରୁଛେ । ଓଡ୍ରାପ୍ଟ ଟିମ୍‌, ଅଗ୍ନିଶମ ବାହିନୀ ସାଂଗେ ପୁଲିସ ବିଭାଗ୍‌ର ତନାଘନା ଖୁଜାନୁରା ଉତ୍‌ରୁ ବି ନେଇଁ ମିଲିପାର୍‌ କୁଲ୍‌ଦୀପ୍‌ଙ୍କର୍‌ ଖୋଜ୍‌ଖବର୍‌ ବଲି କୁହାଯଉଛେ । ଗୁଟେ୍‌ ଟିଭି ଚେନାଲ୍‌ ଥି କାମ୍‌ କରୁଥିବାର୍‌ ଶାନ୍ତ ସ୍ୱଭାବ୍‌ର ଯୁବକ୍‌ କୁଲ୍‌ଦୀପ୍‌ ପାଢ଼ୀ କାଏଁଥିର୍‌ ଲାଗି ଏନ୍‌ତା ପଦକ୍ଷେପ୍‌ ନେଲେ, ସେଦିଗେ ତଦନ୍ତ କରୁଛେ ବଲାଙ୍ଗିର ପୁଲିସ ।

Leave A Reply

Your email address will not be published.