csstore

କାଳୀ ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ସୋନପୁର, (କେପିଏନ୍‌ଏସ୍‌) : ସାର୍ବଜନୀନ କାଳୀ ପୂଜା ପାଇଁ ସୋନପୁର ମଝିପଡ଼ା ମା’ କାଳୀ ପୂଜା ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ପୂଜକ ଚୈତନ୍ୟ ପୂଝାରିଙ୍କ ଦ୍ୱାରା ରୀତିନୀତି ସହ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି । କାଳୀ ମା’ଙ୍କ ମୁର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି । ରାମଧୁନ କ୍ଲବ ସମ୍ପାଦକ ବିକାଶ ପଣ୍ଡା, ବରିଷ୍ଠ ସଦସ୍ୟ ଭକୋଡେ଼ା ସ୍ୱାଇଁ ,ମନୋରଞ୍ଜ ତ୍ରୀପାଠୀ, ଲଡ଼ୁକିଶୋର ମଲ୍ଲିକ, ରଞ୍ଜିତ ସାହୁ ,ଗୋପାଲ ମେହେର, ସାନନ୍ଦ ନେଗୀ ,ସତ୍ୟ ନେହୁରୀ, ସୁବାଶ ବିଶ୍ୱାଲ, ଦିଲ୍ଲୀପ ସାହୁ, ସିକୁନ ନାଏକ, ୟାସିନ ମହମ୍ମଦ, ପୂଜା କମିଟି ସଭାପତି ପୁରେନ୍ଦ୍ର ନାଏକ, ସମ୍ପାଦକ ବୁବୁନ ନାଏକ, ଉପ ସଭାପତି ସୁରଜ ସାହୁ, କୋଷାଧ୍ୟକ୍ଷ ରାଜୀବଙ୍କ ସହ ପ୍ରମୁଖ କ୍ଲବ ଓ ପୂଜା କମିଟି ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.