ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରୁ ଚୋରି ଅଭିଯୋଗ । ୫୦ରୁ ୬୦ ଲକ୍ଷ ଟଙ୍କାର ମେଡିକାଲ ସାମଗ୍ରୀ ଚୋରିର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ସିକ୍ୟୁରିଟି ଗାର୍ଡ ଓ ସୁଇପର୍ ଏହି ଚୋରି କରିଥିବା କୁହାଯାଉଛି । ଏନେଇ କ୍ୟାପିଟାଲ ଥାନାରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଭିଯୋଗ କରିଥିବା ଜଣାପଡିଛି ।
Prev Post
Next Post