csstore

ମା’ କାଳୀଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯିବାକୁ ନିଷ୍ପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନ ପଡା କାଳୀ ପୂଜା କମିଟି ଦ୍ୱାରା ଆସନ୍ତା ତା. ୧୨.୧୧.୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା ମା’ କାଳୀଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯିବାକୁ ନିଷ୍ପତି ନିଆ ଯିବା ସାଙ୍ଗେ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଗଲା ପ୍ରସ୍ତାବିତ କମିଟି ମୁତାବକ ସଭାପତି ଅଜିତ କୁମାର ଶତପଥି, ଉପସଭାପତି ଧରମ ପାଢ଼ୀ, ସମ୍ପଦକ ପ୍ରଫୁଲ୍ଲ ମିଶ୍ର, ସହ ସମ୍ପାଦକ ଅଜୁ ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ୟାମଳ କୁମାର ଦାସ, ସହ ସମ୍ପାଦକ ସରୋଜ ମିଶ୍ର, ଦେବେନ ପଧାନ, ହରିହର ପଟ୍ଟନାୟକ, ପ୍ରିୟରଞ୍ଜନ ଭୋଇ, ମନ ଜେନା, ଅଶୋକ ମିଶ୍ର, ଆଦର୍ଶ କୁମାର ନାଥ, ରାକେଶ କୁମାର ଦାଶ, ସନ୍ତୋଷ ବହିଦାର, ସୁବାସ ପାତ୍ର, ବାଳଗୋପାଳ ପାଣିଗ୍ରାହୀ, ଆକାଶ ନନ୍ଦିଘୋଷ ଆଦି କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

jayashree
Leave A Reply

Your email address will not be published.