jsm

ପାଟଣାଗଡ଼ ବିଧାୟକଙ୍କ ଦ୍ୱାରା ବିଭିନ୍ନ କାମର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

csstore

ପାଟଣାଗଡ, (କେପିଏନ୍‌ଏସ୍‌) : ଓଡିଶାର ବିଭିନ୍ନ ଅଞ୍ଚଳ ପରି ପାଟଣାଗଡ଼ରେ ମଧ୍ୟ ଗୁଡାଏ ଉନ୍ନୟନ କାମ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରତି ପାଟଣାଗଡ଼ବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢିବାରେ ଲାଗିଛି । ଏହି କ୍ରମରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ପାଟଣାଗଡ ବ୍ଲକ ଛକଠାରୁ ପଦ୍ମପୁର ରାସ୍ତା ଏବଂ ପାଟଣାଗଡ ବଥର୍ଲା ଛକଠାରୁ ଖପ୍ରାଖୋଲ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ତଥା ଉନ୍ନତିକରଣ ପାଇଁ ୧୦୩ କୋଟି ଟଙ୍କାରୁ ଅଧିକ କାମର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ କର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.