csstore

ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ବ୍ଲକସ୍ତରରେ ପଞ୍ଚାୟତ କମିଟି ଗଠନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟଠାରେ ଗତକାଲି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ବ୍ଳକସ୍ତରୀୟ ପଞ୍ଚାୟତ କମିଟି ଗଠନ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାଇସ୍ ଚ୍ୟାରମେନ ଧନମତି ଖୁରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ, ଜିପିଡିଓ ଅଶୋକ କୁମାର ପାଣିଗ୍ରାହୀ, ବିଏସ୍‌ଏସ୍‌ଓ ହେମାନନ୍ଦ ବିଶ୍ବାଳ, ବିଭିଓ ଅଭିନାଶ ପ୍ରଧାନ, ଏଇଇ ନବ ମଲୀକ, କୃଷି ବିଭାଗର କର୍ମଚାରୀ ବୃନ୍ଦ, ଅଗ୍ନିଶମ ବିଭାଗର ଚୈତନ୍ୟ ମହାରଣା, ଡବ୍ଳୁଇଓ ସ୍ମୃତି ରଞ୍ଜନ ସାହୁ, ଏମ୍ ଆଇ ସନାତନ ମାଝି, ପିଇଓ କର୍ମଚାରୀ ବୃନ୍ଦ ସମସ୍ତେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.