ଆଜି ରାଜ୍ୟରେ ୫ ଜୀବନ ଗଲା କରୋନାରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରେ ୫ ଜଣଙ୍କ ଜୀବନ ଯାଇଛି କରୋନା ସଂକ୍ରମଣରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ସୁନ୍ଦରଗଡ଼ ଜିଲ୍ଲା, କେଉଁଝର ଜିଲ୍ଲା, ମୟୁରଭଂଜ ଜିଲ୍ଲା, ବଲାଙ୍ଗିର ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.