ବଲାଙ୍ଗିର ରାଧିକାନଗରରୁ ଚୋରି ହୋଇଥିବା ଘଟଣା : ଖର୍‌ସେଲପଡାର ଚାରି ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟାଉନ ପୁଲିସ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାଧିକାନଗରରୁ ଗତ କିଛି ଦିନ ତଳେ ଗୋପବନ୍ଧୁ ସାହୁଙ୍କ ଘରୁ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଟାଉନ ପୁଲିସ ଏକ ମାମଲା ରୁଜୁ କରି ସ୍ଥାନୀୟ ଖର୍‌ସେଲପଡାର ସୁଷଣ ଓରଫ ବୁଡ଼କୁ ବଢିଆ(୨୪), ମଦନ ମେରଲି(୨୮), ଦୀପକ ମାଝୀ(୧୮), ସୁଶାନ୍ତ ସାହୁ(୨୮) ପ୍ରମୁଖ ଚାରି ଜଣ ଚୋରଙ୍କୁ ଗିରଫ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.