csstore

ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକୋ ସଂଶୋଧନ ପ୍ରକ୍ରିୟା

ଭୁବନେ‌ଶ୍ୱର : ୨୦୨୦ -୨୧ ମସହା ପାଇଁ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସାରା ରାଜ୍ୟରେ ଚାଲୁ ରହଛିି ଓ ଏଥି ନମେ‌ନ୍ତ ଭୋଟର ମାନଙ୍କର ଦାବି ଓ ଆପତ୍ତି ଗତ ନଭେ‌ମ୍ବର ୧୬ ତାରିଖରୁ ଆରମ୍ଭ ହୋଇ ଚଳତି ଡ଼ିସେ‌ମ୍ବର ୧୫ ତାରଖ ପର୍ୟ୍ୟ‌ନ୍ତ ଚାଲୁ ରହବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଆଜି ଅନୁଷ୍ଠିତ ଏକ ସା‌ମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛ‌ନ୍ତି। ଭୋଟର ତାଲିକାରେ ନାମ ସଂଯୋଗ ନିମେ‌ନ୍ତ ଯେଉଁ ନାଗରିକ ମାନଙ୍କର ବୟସ ତା.୦୧.୦୧.୨୦୨୧ ସୁଦ୍ଧା ୧୮ ବର୍ଷ ପୂରଣ ହୋଇଥିବ, ସେମାନ‌ଙ୍କ ଭୋଟର ତାଲିକାରେ ନାମ ଅ‌ନ୍ତର୍ଭୁ‌କ୍ତ କରବା ନମିେ‌ନ୍ତ ଯୋଗ୍ୟ ବିବେଚିତ ହେବେ ।

ଯେଉଁ ବ୍ୟକ୍ତି ମାନଙ୍କର ଭୋଟର ତାଲିକାରେ ନାମ ନଥିବ, ଯେଉଁମାନେ ବବାହ କି‌ମ୍ବା ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ବଦଳି ହୋଇ ଯଇଥିବେ, ସେମାନେ ମଧ୍ୟ ଭୋଟର ତାଲିକାରେ ନାମ ଯୋଗ କରିବାକୁ ଯୋଗ୍ୟ ଅଟ‌ନ୍ତି ଓ ସେମାନେ ଫର୍ମ-୬ ରେ ଆବେଦନ କରି ଭୋଟର ତାଲିକାରେ ନାମ ଯୋଗ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛ‌ନ୍ତି ।

jayashree
Leave A Reply

Your email address will not be published.