csstore

ଛତ୍ରପୁର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବାରଆସୋସିଏସନ୍‌ର ନୂତନ କର୍ମକର୍ତ୍ତା ନିର୍ବାଚନ ଶନିବାର ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଦୀପ କୁମାର ପାଢ଼ୀ, ଉପସଭାପତି ପ୍ରମୋଦ କୁମାର ପୁରୋହିତ, ସାଧାରଣ ସମ୍ପାଦକ ଏଲ.ଗୋପାଳ ରାଓ, ଯୁଗ୍ମ ସମ୍ପାଦକ ଟି.ମୋହନ ରାଓ, ସହ ସମ୍ପାଦକ ଜିତୁନ କୁମାର ପାଢ଼ୀ, ଲାଇବ୍ରେରୀ ସମ୍ପାଦକ ମନୋଜ କୁମାର ବେହେରା, କୋଷାଧ୍ୟକ୍ଷ ଭାବେ ଅନାମ ଚରଣ ପ୍ରଧାନ ନିର୍ବାଚିତ ହୋଇଛନ୍ତି ।

jayashree
Leave A Reply

Your email address will not be published.