pakka

ଭୁଶୁଡ଼ି ପଡ଼ିଲା ୩୦ ବର୍ଷ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗେଟ୍

bbehera

ନୂଆପଡ଼ା, (ନିରାକାର ମେହେର) : ଭୁଶୁଡ଼ି ପଡ଼ିଲା ୩୦ ବର୍ଷ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗେଟ୍ । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ସ୍ଥାପନା ଦିବସ ଏପ୍ରିଲ ୧, ୧୯୯୩ରୁ ଏହି ଫାଟକ ତିଆରି ହୋଇଥିଲା । ଭୁଶୁଡ଼ିବା ପୂର୍ବରୁ ଜିଲ୍ଲାପାଳ ଏହି ଗେଟ୍ ଦେଇ ଯାଇଥିଲେ । ପରେ ପରେ ପୋଲିସ ଭ୍ୟାନ୍‌ ଯିବାବେଳେ ଭାଙ୍ଗିଯାଇଥିଲା । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.

six + seven =