ଝାରସୁଗୁଡା : ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ)ଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଗତ ରବିବାର ଦିନ ମନ୍ତ୍ରୀ ନବ ଦାସଙ୍କୁ ଜଣେ ଏଏସ୍ଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିବା ବେଳେ ଦାୟିତ୍ୱରେ ଅବହେଳା ଦର୍ଶଯାଇ ନବ ଦାସଙ୍କ ପିଏସ୍ଓଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।
Next Post