ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ବିଦ୍ୟାଳୟ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ଏକ ମାତ୍ର ନାରୀ ଅନୁଷ୍ଠାନ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ପରିଦର୍ଶନ କରିଥିଲେ । ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ତା ସହିତ ବିଦ୍ୟାଳୟରେ ହେଉଥିବା ୫ଟି କାର୍ଯ୍ୟ ଦେଖିଥିଲେ । ବିଦ୍ୟାଳୟରେ ଏକ ସଭାଗୃହର ଆବଶ୍ୟକତା ଅନୁଭବ କରି ଖୁବ ଶୀଘ୍ର ସଭାଗୃହର “ଶିଳାନ୍ୟାସ” କରିବା ପାଇଁ ବିଧାୟିକା ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.

error: Content is protected !!