ଓପିଟିଏଲ୍‌ର ବିଦ୍ୟୁତ୍ ଟାୱାର ହଟାଇବା ଦାବୀରେ ବିନିକାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବା ସୂଚନା ମିଳିଛି । ପ୍ରସ୍ତାବିତ ଓପିଟିଏଲ୍‌ର ବିଦ୍ୟୁତ୍ ଟାୱାର ହଟାଇବା ଦାବୀରେ ସ୍ୱାଭିମାନ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ ହେଉଥିବା ସୂଚନାରେ କୁହାଯାଇଛି । ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା ଦିଆଯାଇଛି ।

Leave A Reply

Your email address will not be published.

five × 4 =

error: Content is protected !!