csstore

ନିଜ ପୁଅ ବହୁ ଘରୁ ତଡି ଦେଇଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ଆଶ୍ରୟ ଦେଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଲେଭଟା ଗ୍ରାମରେ ନିଜ ପୁଅ ବହୁ ଘରୁ ତଡି ଦେଇଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ଆଶ୍ରୟ ଦେଲା ମାହେଶ୍ୱରୀ ସଂଗଠନ । ସୂଚନା ଅନୁସାରେ ଏହି ଶୀତ ରାତିରେ ନିଜ ଜନ୍ମ କଲା ମାଙ୍କୁ ପୁଅ ବହୁ ଘରୁ ତଡି ଦେଇଥିବାରୁ ବୃଦ୍ଧା ଜଣକ ବଲାଙ୍ଗିର ରାଧାରାଣୀପଡା ଠାରେ ଅସହାୟ ଭାବେ ଥିବା ଖବର ପାଇ ମାହେଶ୍ୱରୀ ସଂଗଠନର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ବଲାଙ୍ଗିର ସ୍ଥିତ ଆଶ୍ରୟସ୍ଥଳୀ ଠାରେ ରହିବାର ବ୍ୟବସ୍ଥା କରିଛନ୍ତି ।

jayashree
Leave A Reply

Your email address will not be published.