ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜେଇ ଯାଞ୍ଚ ବେଳେ ଏକ ସରକାରୀ ବସ ଭିତରେ ବସି ଯାଉଥିବା କଟକର ଜଣେ ଯାତ୍ରୀଙ୍କ ବ୍ୟାଗରୁ ୩୦୯ ଗ୍ରାମ ସୁନା ବିସ୍କୁଟ ଓ ୫୦ ଗ୍ରାମ ସୁନା ଅଳଙ୍କାର ଠାବ ହୋଇଥିବା ଜଣାପଡିଛି । ପ୍ରାଥମିକ ତଦନ୍ତରୁ ଏହି ସୁନାରେ ଜିଏସ୍ଟି ପଇଠ ହୋଇନଥିବା ଜଣାପଡ଼ିଛି ।
Prev Post
Next Post