ବିଦ୍ୟୁତ୍‌ ଖୁଣ୍ଟକୁ ପିଟିଲା କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲୱେ ଷ୍ଟେସନ ଯାଉଥିବା ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ କାର୍‌ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଭୁବନେଶ୍ୱରରୁ କୌଣସି କାମରେ ୪ ଜଣ ବ୍ୟକ୍ତି ଏକ କାର୍‌ ଯୋଗେ ଆସୁଥିବା ବେଳେ ବିଳମ୍ବିତ ରାତିରେ ରେଳଷ୍ଟେସନ ରାସ୍ତାରେ ଯାଉଥିବା ବେଳେ ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଥିଲା । ଫଳରେ କାର୍‌ର ସାମନା ପଟ ଚୁରମାର ହୋଇଯାଇଥିବା ବେଳେ କାର୍‌ରେ ବସିଥିବା ୪ ଜଣ ସାମନ୍ୟ ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.