jsm

ପ୍ରଜାପିତା ବ୍ରହ୍ମାକୁମାରୀ ଡେଲାଙ୍ଗର ଅଧ୍ୟାତ୍ମିକ କାର୍ଯ୍ୟକ୍ରମ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟରେ ଏକ ଅଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ରାଜସ୍ଥାନର ମାଉଣ୍ଟଆବୁରୁ ବ୍ରହ୍ମାକୁମାରୀଜି ଆଇ ଟି ୱିଙ୍ଗସର ସବିତା ଭଉଣୀ ସମତେ ଭୁବନେଶ୍ୱରର ଗୋଲାପ ଭଉଣୀ ତଥା ଶହେରୁ ଅଧିକ ବ୍ରହ୍ମାକୁମାର ଏବଂ ବ୍ରହ୍ମାକୁମାରୀ ଅନୁଗାମୀ ଏକାଠି ହୋଇ ସଙ୍ଗମ ଯୁଗର ଶିବ ସନ୍ଦେଶ “ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ” ଉପରେ ଆଲୋକପାତ କରିଥିଲେ । ଡେଲାଙ୍ଗ ସେବା କେନ୍ଦ୍ରର ମୁଖ୍ୟ ସଞ୍ଚାଳକ ସଂଯୁକ୍ତା ଭଉଣୀ ମଞ୍ଚ ପରିଚାଳନା ତଥା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.