ନିଆଁରା ଭାବେ ଗୁରୁଦିବସ ପାଳନ କଲେ ଗଛ ମଣିଷ ତ୍ରିଲୋଚନ ସାହୁ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ତମିଆଁ ଗ୍ରାମରେ ନିଆଁରା ଭାବେ ଗୁରୁଦିବସ ପାଳନ କଲେ ଗଛ ମଣିଷ ତ୍ରିଲୋଚନ ସାହୁ । ଶ୍ରୀ ସାହୁ ନିଜକୁ ଶିକ୍ଷାଦାନ କରିଥିବା ଗୁରୁମାନଙ୍କୁ ଗଛ ଉପହାର ଦେଇ ଗୁରୁ ଦିବସ ପାଳନ କରିଛନ୍ତି । ସେ ସମାଜକୁ ଏକ ନବ ବାର୍ତ୍ତା ଦେବା ପାଇଁ ଚେଷ୍ଟା କରିଛନ୍ତି ।

Leave A Reply

Your email address will not be published.