ବରଗଡ ଫସଲ ବୀମା ପ୍ରଦାନ ପାଇଁ ପୁଣି ଆନ୍ଦୋଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୃଷକମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିବା, ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଫେଲ୍‌ ହେବା ପ୍ରତିବାଦରେ କୃଷକ ସଙ୍ଗଠନ ପକ୍ଷରୁ ୩୧ ତାରିଖ ପରେ ଯେ କୌଣସି ସମୟରେ ପୁଣି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଏସ୍‌ପିଙ୍କ ସହ ଆଲୋଚନା କରାଯାଇଥିବା ବେଳେ ଏହାର ସମାଧାନ ୩୧ ତାରିଖ ସୁଦ୍ଧା କରାଯିବକୁ ସଂଗଠନ ପକ୍ଷରୁ ଦାବୀ କରାଯାଇଛି । ବରଗଡ଼ଠାରେ ଆୟୋଜିତ ଏକ ବୈଠକରେ ଆଗାମୀ ଦିନରେ କାର୍ଯ୍ୟ ପନ୍ଥା ଉପରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!