ଇନ୍ଦିରାନଗରରେ ପଡିଲା ଛକି ଚିହ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଇନ୍ଦ୍ରାନଗରପଡାରେ ଜବରଦଖଲ ଉଚ୍ଛେଦ ପାଇଁ ପୁଣି ଥରେ ପ୍ରଶାସନ ଅଣ୍ଟା ଭିଡିଛି । ଗତକାଲି ପୁଲିସ ଫୋର୍ସ ସହ ବଲାଙ୍ଗିର ପୌର ଅଧିକାରୀ, ଅମୀନ, ତହସିଲ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଯାଇ ପଡାର ଘରଗୁଡିକରେ ଛକି ଚିହ୍ନ ଦେଇଛନ୍ତି । ଖୁବ୍‌ ଶୀଘ୍ର ଇନ୍ଦିରାନଗରରୁ ଜବରଦଖଲ ଉଚ୍ଛେଦ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.