ଡାଇରିଆ ବା ତରଳ ଝାଡା ପ୍ରତି ସତର୍କ ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଡାଇରିଆ ବା ତରଳ ଝାଡା ପ୍ରତି ସତର୍କ ଓ ସଚେତନ ରୁହନ୍ତୁ । ନଈ, ଝରଣା, କୂଅ ବା ପୋଖରୀ ଆଦି ପାଣି ପିଅନ୍ତୁ ନାହିଁ । ବାସି, ପଚାସଢା ବା ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ । ତଟକା ଖାଦ୍ୟ ଖାଇବା ସହ ସ୍ୱଚ୍ଛ ପାନୀୟ ଜଳ ପିଅନ୍ତୁ । ମନେ ରଖନ୍ତୁ, ଡାଇରିଆର ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ଉପଲବ୍ଧ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.