jsm

ସିଏଚ୍‌ସି ଖପ୍ରାଖୋଲ ଦ୍ୱାରା ଦାମନ ଶିବିର ଆୟୋଜିତ ନେଇ ଜିଲ୍ଲାପାଙ୍କ ସୂଚନା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରେ ସିଏଚ୍‌ସି ଦ୍ୱାରା ଦାମନ ଶିବିର ଆୟୋଜିତ ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି ଶିବିରଟି ସନ୍ଦିଗ୍ଧ କୁଷ୍ଠରୋଗୀ ଏମ୍‌ବି ମାମଲା, ପିଡବ୍ଲୁଏମ୍‌ଆଇ ମାମଲା ଏବଂ ପିଟିବି ମାମଲା ଚିହ୍ନଟ କରିବା ପାଇଁ ଆୟୋଜିତ କରାଯାଇଥିବା ବେଳେ ପରବର୍ତ୍ତୀ ପରୀକ୍ଷା ଏବଂ ଉପଯୁକ୍ତ ଚିକିତ୍ସା ପାଇଁ ଚିହ୍ନଟ ମାମଲାଗୁଡ଼ିକ ସିଏଚ୍‌ସିକୁ ପଠାଯାଏ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.