କାଳବୈଖାଖୀର ପ୍ରଭାବ : ଘର ଉପରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ମଣ୍ଡଳ : ବେଲପଡା ବ୍ଲକ ଝାମଖରୀ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ହଠାତ୍‌ ଏକ ବଡଗଛ ଉପୁଡି ଗାଁର ଦୀନବନ୍ଧୁ ମଲିକଙ୍କ ଘର ଉପରେ ପଡିଥିଲା । ତେବେ ସୌଭାଗ୍ୟବସତଃ ପରିବାର ସଦସ୍ୟ ଅଳ୍ପକେ ବଡ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲେ । ଦୀନବନ୍ଧୁଙ୍କ ଘର ଭାଙ୍ଗି ଯିବାରୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.