oom

ପାନୀୟ ଜଳ ଯୋଗାଣ ପାଇଁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ପଶ୍ଚିମ ଓଡ଼ିଶା ସେବା ସଂଘ ପକ୍ଷରୁ ମଙ୍ଗଳବାର ଦିନ ୭ ଦଫା ଦାବୀ ନେଇ ଦେଓଗାଁ ବିଡ଼ିଓଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ଏହି ୭ଟି ଦାବୀ ହେଲା, ପାନୀୟ ଜଳ ଯୋଗାଣ ହୋଇପାରୁ ନଥିବା ଗାଁଗୁଡିକରେ ପାଣି ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଇ ଦେବା, ଅଚଳ ନଳକୂପଗୁଡ଼ିକୁ ମରାମତି କରାଯାଉ, ପୋଖରୀଗୁଡ଼ିକୁ ମାଟି କାମ କରି ଗାଧୋଇବା ପାଇଁ ପାଣି ସଫେଇ କରିବା, ପାନୀୟ ଜଳ ଘରକୁ ଘର ଯୋଗାଇ ଦେବାର ବ୍ୟବସ୍ଥା କରାଯାଉ, ମୁଖ୍ୟ ଛକରେ ନୂତନ ନଳକୂପ ଖୋଳାଯାଉ, ନଦୀନାଳଗୁଡ଼ିକୁ ମରାମତି କରାଯାଉ, ଡ୍ରେନେଜ୍ ବ୍ୟବସ୍ଥା ନ ଥିବା ଗାଁରେ ଡ୍ରେନ ବ୍ୟବସ୍ଥା କରି ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.