ନନ୍ଦନକାନନ ବହୁତଳ କାର୍ ପାର୍କିଙ୍ଗ୍ ସୁବିଧା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନରେ ନୂତନ ଭାବେ ନିର୍ମିତ ବହୁତଳ କାର୍ ପାର୍କିଙ୍ଗ୍ ସୁବିଧାର ଶୁଭ ଉଦ୍‌ଘାଟନ କରିବେ । ନନ୍ଦନକାନନକୁ ଆସୁଥିବା ପର୍ୟ୍ୟଟକମାନଙ୍କ ଗାଡି ପାର୍କିଙ୍ଗ୍ ନିମନ୍ତେ ଏହା ସହାୟକ ହୋଇପାରିବ ବୋଲି ଆଶା କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.