ତେଲ ନଦୀ ପରେ ସୋନଗଡ଼ ନଦୀରେ ବାହାରିଲା କୁମ୍ଭୀର
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଓ ଗୁଡଭେଲା ବ୍ଲକ୍ ଅଞ୍ଚଳରେ ଗତ କିଛି ଦିନ ହେଲା କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଦୁଇଦିନ ତଳେ ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ତୁର୍ଲା ସ୍ଥିତ ତେଲ ନଦୀରେ କୁମ୍ଭୀର ବୁଲୁଥିବା ବେଳେ ରବିବାର ଦିନରୁ ସୋନଗଡ ନଦୀରେ ଦେଖିବାକୁ ମିଳିଥିବାରୁ ନଦୀ!-->…
Read More...
Read More...