Daily Archives

ଭୋଟର ତାଲିକାକୁ ନେଇ ବଚସା : ବିଏଲ୍‌ଓଙ୍କୁ ମାଡ଼

ଲହୁଲୁହାଣ ଅବସ୍ଥାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବଡ଼ଅନକି ଗ୍ରାମରେ କାର୍ଯ୍ୟରତ ଜଣେ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ବିଏଲ୍‌ଓ…
Read More...

ଲୋକକଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଭାଇଚାରାର ଏକ ଅଭିନବ ମହାମିଳନ

୨୫ରୁ ୨୯ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ମହାଆଡ଼ମ୍ବରରେ ଆୟୋଜିତ ହେବ ଶିକେରପାଟ୍ ମହୋତ୍ସବ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପ୍ରାନ୍ତରୁ ଯୋଗଦେବେ ଲୋକକଳାକାର, ସାଂସ୍କୃତିକ ଦଳ ଓ କଳାପ୍ରେମୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ଖଡ଼ଙ୍ଗା ଅଞ୍ଚଳର କଳା, ସାହିତ୍ୟ,…
Read More...

ନଭେମ୍ବର ୨ରେ ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬କୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ଶିଖର ସମ୍ମିଳନୀର ବିଷୟବସ୍ତୁ - ‘ନିବେଶ କରନ୍ତୁ, ନବସୃଜନ କରନ୍ତୁ ଓ ପ୍ରେରଣା ଦିଅନ୍ତୁ’ ଏହି ସମ୍ମିଳନୀରେ ୧୩୦ରୁ ଅଧିକ ଦେଶ, ୯ଟି ସହଭାଗୀ ଦେଶ ଏବଂ ୪୦ ଜଣ ମନ୍ତ୍ରୀ ଯୋଗଦେବେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନବୀକରଣୀୟ ଶକ୍ତି କ୍ଷେତ୍ରର ସମ୍ଭାବନା ଓ ନିବେଶ ସୁଯୋଗ…
Read More...

ଚଣ୍ଡିଗଡ଼ ପୋଲିସର ହୀରକ ଜୟନ୍ତୀ ସମାରୋହରେ ଯୋଗଦେଲେ ଗୃହମନ୍ତ୍ରୀ

୧୯୬୬ରୁ ଉତ୍ତର ଭାରତର ସୁରକ୍ଷାରେ ଚଣ୍ଡିଗଡ଼ ପୋଲିସର ସ୍ୱର୍ଣ୍ଣିମ ଅଧ୍ୟାୟ ଆତଙ୍କବାଦ ସମୟରେ ଚଣ୍ଡିଗଡ଼ ପୋଲିସର ବୀରତ୍ୱ, ଦେଶର ସୁରକ୍ଷାରେ ନିଭାଇଥିଲା ଅଗ୍ରଣୀ ଭୂମିକା ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଚଣ୍ଡିଗଡ଼ ପୁଲିସ…
Read More...

ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁସ୍ଥିତ ‘ଆଦିତ୍ୟ’ ଉତ୍ପାଦନ କାରଖାନାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଉଥିବା ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍-ବି୨୮ର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି।ଏହି ଅବସରରେ ଶ୍ରୀ ବୈଷ୍ଣବ ଟ୍ରେନ୍ର ବଗି ନିର୍ମାଣ…
Read More...

ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ସାରା ଦେଶରେ ପାଳିତ ହେଉଛି ରାଷ୍ଟ୍ରୀୟ ଏକତା ଦିବସ । ଏହି ଅବସରରେ ଦେଓଗାଁ ପୁଲିସ ପକ୍ଷରୁ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଦେଓଗାଁ ଜରାସିଂହା ରାସ୍ତା ଫାଟକ ଠାରୁ ଦେଓଗାଁ…
Read More...