Monthly Archives

October 2026

ସାଇକେଲରେ ବୁଲି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସଫା କରୁଛନ୍ତି ନିଶୀଥ କୁମାର

ଯାଜପୁର, (କେପିଏନ୍‌ଏସ୍‌) : ତାରାମଦନ ଗ୍ରାମର ବାସିନ୍ଦା ନିଶୀଥ କୁମାର ଦାସ । ବୟସ ୭୧ ବର୍ଷ ଡେଇଁଲାଣି । ଏହି ବୟସରେ ମଧ୍ୟ ସେ ସକାଳୁ ସାଇକଲ ଧରି ବାହାରିଯାନ୍ତି । ବିଭିନ୍ନ ସ୍ଥାନରେ ଗାନ୍ଧୀଜୀଙ୍କ ମୂର୍ତ୍ତିକୁ ସଫା କରିବା ସହ ଫୁଲଧୂପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି । ତାଙ୍କ…
Read More...

ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ୨୦୨୬ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ…
Read More...

ବିଶ୍ୱ ବରିଷ୍ଠ ନାଗରିକ ଦିବସରେ ଦର୍ଶକଙ୍କ ମନକୁ ଛୁଇଁଲା ନାଟକ “ପରେ କହିବି”

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମୟୂରଭଞ୍ଜ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ନାଟକ "ପରେ କହିବି" ମଞ୍ଚସ୍ଥ ହୋଇଯାଇଛି । ୭୫ ବାସ୍ତବ ପରିବାର ଗ୍ରୁପ ପ୍ରଯୋଜିତ ଏବଂ ଚିନ୍ମୟ…
Read More...

ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ମୟୂରଭଞ୍ଜରେ ୪୪ ଦିନିଆ ଅଭିଯାନ

୪୦୪ ଗ୍ରାମ ପଞ୍ଚାୟତରେ ସଚେତନତା, ପଦଯାତ୍ରା, ଶିଶୁ ଶ୍ରମିକ ଉଦ୍ଧାର ଓ ପୁନର୍ବାସ ଉପରେ ଗୁରୁତ୍ୱ ବାରିପଦା, (ଦେବସ୍ମିତ ଚୌଧୁରୀ) : ଶିଶୁ ଶ୍ରମ ପ୍ରଥାର ନିରାକରଣ ତଥା ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା, ସୁରକ୍ଷା ଓ ଏକ ସୁନିଶ୍ଚିତ ଭବିଷ୍ୟତ ସହିତ ଯୋଡ଼ିବା ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲାରେ…
Read More...

ନିଷ୍ଠା ପରିବାରର ରକ୍ତଦାନ ଉତ୍ସବ ୧୦୩ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାର ଖଣ୍ଡହଥା ଆନ୍ଧ୍ର କ୍ୟାମ୍ପଠାରେ ଦୀର୍ଘ ୧୬ ବର୍ଷ ଧରି ସମାଜସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଆସୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଓ ଓଡିଶା ରକ୍ତ ଦାତା ମହାସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ…
Read More...

ରକ୍ତଦାନ ମହତ୍‌ ଦାନ : ସଚେତନତାର ବାର୍ତ୍ତା

୪୪ତମ ଥର ରକ୍ତଦାନ କଲେ ଡା. ଅକ୍ଷୟ ମହାନ୍ତି । ବାରିପଦା, (ଦେବସ୍ମିତ ଚୌଧୁରୀ) : ରକ୍ତଦାନ ଏକ ମହତ୍‌ ଓ ପୁଣ୍ୟ କର୍ମ । ରକ୍ତଦାନ ମାଧ୍ୟମରେ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରେ । ଏହାକୁ ଆଖି ଆଗରେ ରଖି ସମାଜରେ ରକ୍ତଦାନ ସମ୍ପର୍କରେ ସଚେତନତା ଓ ଜନଜାଗରଣ ସୃଷ୍ଟି ପାଇଁ…
Read More...

ବାରିପଦାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବରିଷ୍ଠ ନାଗରିକଙ୍କ ପାଇଁ ଭବ୍ୟ ଯୋଗ ଶିବିର ବାରିପଦା, (ଦେବସ୍ମିତ ଚୌଧୁରୀ) : ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ପାଳନ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବାରିପଦା ସହିଦ ସ୍ମୃତି ଭବନ ପରିସରରେ ଏକ ଭବ୍ୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବରିଷ୍ଠ ନାଗରିକଙ୍କ ଅନୁଭବ ଓ ଜ୍ଞାନ ସମାଜର ମୂଲ୍ୟବାନ ସମ୍ପଦ : ମୁଖ୍ୟ ଅତିଥି ଭାରତୀ ହାଁସଦା ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବାରିପଦାସ୍ଥିତ ସହିଦ୍ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ…
Read More...

ଜ୍ୟୋତି ବିକାଶ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍ ଭଇଁଶା ଜ୍ୟୋତି ବିକାଶ ମହାବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ ଦୃତୀୟ ବର୍ଷ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ସମର୍ଦ୍ଧନା । ପ୍ରଥମ ବର୍ଷ ଦ୍ୱିତୀୟ ବର୍ଷ ଓ ତୃତୀୟ ବର୍ଷର ୩୦୦ଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସଭାରେ…
Read More...

୨ ଅକ୍ଟୋବର ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର ଗ୍ରାମସଭାମାନ ଆୟୋଜିତ ହୋଇ ରୂପାନ୍ତରମୂଳକ ଶାସନ ସଂସ୍କାର ଉପରେ ଆଲୋଚନା…

‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬-୨୭ର ଶୁଭାରମ୍ଭ ହେବଗ୍ରାମସଭା ଆଲୋଚନାରେ ନାଗରିକକୈନ୍ଦ୍ରିକ ଯୋଜନା ଓ ପଦକ୍ଷେପକୁ ଗୁରୁତ୍ୱ ଦେବେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ନୂଆଦିଲ୍ଲୀ, (ପିଆଇବି) : ୨ ଅକ୍ଟୋବରରେ ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର…
Read More...