ଦିନ ଦ୍ୱିପ୍ରହରରେ ବଲାଙ୍ଗିରରେ ବଡ଼ ଧରଣର ଲୁଟ୍
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଦିନ ଦ୍ୱିପ୍ରହରରେ ଲୁଟେରାଙ୍କ ଆତଙ୍କ । ସୋଲାର ପ୍ୟାନେଲ୍ ଲଗାଇବା ବାହାନାରେ ଘରେ ପଶି ମହିଳାଙ୍କୁ ବାଥରୁମ୍ରେ ବନ୍ଦ କରି ଲୁଟିନେଲେ ସୁନା, ରୂପା ଓ ନଗଦ ଟଙ୍କା । ଏଭଳି ଘଟଣା ଘଟିଛି ବଲାଙ୍ଗିର ସହରର ସୀତାରାମ ନଗରରେ । ସୂଚନା ଅନୁସାରେ,!-->…
Read More...
Read More...