Monthly Archives

October 2026

ଐତିହାସିକ ସାଲେଭଟାରେ ମା’ ପାଟଣେଶ୍ୱରୀଙ୍କ ବଏଲ ଯାତ୍ରା : ଭକ୍ତିମୟ ପରିବେଶରେ କମ୍ପିଲା ଗାଁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାରମ୍ପରିକ ରୀତିନୀତି, ମନ୍ତ୍ରପାଠ ଓ ବାଦ୍ୟର ତାଳେ ତାଳେ ଐତିହାସିକ ସାଲେଭଟା ଗ୍ରାମରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ମା' ପାଟଣେଶ୍ୱରୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା । ମା'ଙ୍କ ଦର୍ଶନ ପାଇଁ ସାଲେଭଟା ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ…
Read More...

ପାର୍ବଣରେ ବିଭିନ୍ନ ମେଢ ବୁଲି ମା’ଙ୍କ ଆଶିର୍ବାଦ ଭିକ୍ଷା କଲେ କଂଗ୍ରେସ ନେତା ଅମରେନ୍ଦ୍ର ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ପାର୍ବଣ ଋତୁରେ ବଲାଙ୍ଗିର ସହରର ବିଭିନ୍ନ ପୂଜା ମଣ୍ଡପ ଯଥା ମେଟାକାନି ଛକ, ପଥେଇଗୁଡି, ରେଲୱେ କଲୋନୀ, ରିଜର୍ଭ ପୋଲିସ, ତୁଳସୀନଗର, ସାଗରପଡା, ପେଲେସଲାଇନ, ଅଫିସର କଲୋନୀ, ରାଜେନ୍ଦ୍ରପଡା, କଲେଜଛକ, ଶାନ୍ତିପଡା, ତାଲପାଲିପଡା, ଠିକାଦାରପଡା, ସରକାରୀ…
Read More...

ବିଜୟା ଦଶମୀରେ ଶ୍ରୀମନ୍ଦିରରେ ବଲିଉଡ୍ ଷ୍ଟାର ଗୋବିନ୍ଦା : ଦର୍ଶନ କଲେ ମହାପ୍ରଭୁଙ୍କ ସୁନାବେଶ

ପୁରୀ : ପବିତ୍ର ବିଜୟା ଦଶମୀ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତା ତଥା ‘ହିରୋ ନମ୍ବର ୱାନ୍‌’ ଗୋବିନ୍ଦା । କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରକୁ ପ୍ରବେଶ କରି ସେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ…
Read More...

ମା’ ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରାରେ ଅଘଟଣ : ବିଦ୍ୟୁତ୍ ଆଘାତରେ ୩ ମୃତ, ୧୦ରୁ ଅଧିକ ଆହତ

ଉତ୍ତରପ୍ରଦେଶ : ମା’ ଦୁର୍ଗାଙ୍କୁ ମେଲାଣି ଦେବାକୁ ଚାଲିଥିଲା ବିରାଟ ଶୋଭାଯାତ୍ରା । ଭକ୍ତିମୟ ପରିବେଶରେ ମା’ଙ୍କ ପ୍ରତିମାକୁ ଟ୍ରାକ୍ଟର-ଟ୍ରଲିରେ ନିଆଯାଉଥିବା ବେଳେ ଘଟିଲା ଭୟଙ୍କର ଅଘଟଣ । ଟ୍ରଲିରେ ଲାଗିଥିବା ଲୁହା ରଡ୍‌ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଚାଲିଗଲା ୩ ଜଣଙ୍କ ଜୀବନ ।…
Read More...

ଲମତାପୁଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଓ ଦୁଇ ଗୁରୁତର

କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ଅନ୍ତର୍ଗତ ଡାବୁଗୁଡ଼ା ଗ୍ରାମ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବାର୍ଲିପଡ଼ା ଗ୍ରାମର ଧନେଶ୍ୱର ମାଣ୍ଡିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ…
Read More...

ଶାରଦୀୟ ନବରାତ୍ରୀ ଅନୁଷ୍ଠାନର ପୂର୍ଣ୍ଣାହୁତି ଅବସରରେ ଏକ ପବିତ୍ର ଧାର୍ମିକ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାୟତ୍ରୀ ଶକ୍ତିପୀଠ, ବଲାଙ୍ଗିରଠାରେ ଶାରଦୀୟ ନବରାତ୍ରୀ ଅନୁଷ୍ଠାନର ପୂର୍ଣ୍ଣାହୁତି ଅବସରରେ ଏକ ପବିତ୍ର ଧାର୍ମିକ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବଲାଙ୍ଗିର ସହରର ୨୫ ଜଣ ଗାୟତ୍ରୀ ସାଧନା କରିବା ପାଇଁ ସଂକଳ୍ପ ଗ୍ରହଣ…
Read More...

ବଲାଙ୍ଗିର ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ବିଜୟା ଦଶମୀ ଓ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ବିଜୟା ଦଶମୀ ତିଥିରେ ୧୦୧ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସ୍ଵୟଂସେବି ମାନଙ୍କ ସଞ୍ଚାଳନରେ ସରସ୍ୱତୀ ଶିଶୁ ମନ୍ଦିର କଦମ ପଡ଼ା ଠାରୁ ବାହାରି ନଗର ପରିକ୍ରମା ସଞ୍ଚାଳନ ପରେ କୋଶଲ କଳା ମଣ୍ଡଳ ଠାରେ ପହଞ୍ଚି ଥିଲା ।…
Read More...

ଜୟପାଟଣାରେ ବିଜୟା ଦଶମୀରେ ବିରାଟ ଶୋଭାଯାତ୍ରା, ପାଇକ ଆଖଡ଼ାରେ ପ୍ରଦର୍ଶିତ ହେଲା ବୀରତ୍ୱର କଳା

ଜୟପାଟଣା, (ଶେଷଦେବ ବେହେରା) : ପବିତ୍ର ବିଜୟା ଦଶମୀ ଅବସରରେ ଜୟପାଟଣାରେ ଦେଖିବାକୁ ମିଳିଥିଲା ବୀରତ୍ୱ, ପରମ୍ପରା ଓ ସଂସ୍କୃତିର ଅନନ୍ୟ ସମନ୍ୱୟ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯୁବ କ୍ଷତ୍ରୀୟ ପାଇକ ସଂଗଠନ, ଜୟପାଟଣା ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇ ନଗର ପରିକ୍ରମା…
Read More...

୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା…
Read More...

ବଡ଼ମାଲ ଗୋଳାବାରୁଦ କାରଖାନା କଲୋନୀରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ସଇଁତଲା, (ଖୁସିରାଣୀ ସାହୁ) : ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ମା’ ଦୁର୍ଗାଙ୍କ ଭସାଣି ଉତ୍ସବ। ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଲ ଗୋଳାବାରୁଦ କାରଖାନାର ଟାଇପ୍‌-୧ କଲୋନୀ ପରିସରରେ ମହାଆଡ଼ମ୍ବରରେ ପାଳିତ ହୋଇଛି ମା’ଙ୍କ ବିଦାୟ ପର୍ବ । ଦୀର୍ଘ ୧୫ ବର୍ଷ ଧରି ଏଠାରେ…
Read More...