ପତ୍ନୀକୁ ପିଟିପିଟି ହତ୍ୟା ପରେ ବିଷ ପିଇଲା ସ୍ୱାମୀ
ଯାଜପୁର : ପାରିବାରିକ କଳହରୁ ଅଭାବନୀୟ ଘଟଣା । ପତ୍ନୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ପରେ ବିଷ ପିଇଲେ ସ୍ୱାମୀ । ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବଞ୍ଜା!-->…
Read More...
Read More...