ପାଗଳ ବାବାଙ୍କ ମନ୍ଦିରରୁ ପିତ୍ତଳ ମୂର୍ତ୍ତି ଚୋରି, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ
ରାୟଗଡ଼ା : ମନ୍ଦିରରୁ ଚୋରି ହେଲା ଠାକୁରଙ୍କ ମୂର୍ତ୍ତି ଓ ପୂଜା ସାମଗ୍ରୀ। ଏଭଳି ଘଟଣାକୁ ନେଇ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ହାତିଖମ୍ବା ଗ୍ରାମର ପାଗଳ ବାବାଙ୍କ ମନ୍ଦିରରୁ ଏହି ଚୋରି!-->…
Read More...
Read More...