Daily Archives

ଭାନପୁରରେ ଜଳ ଅର୍ପଣ ଦିବସ ପାଳିତ

ଜଳର ଗୁଣବତ୍ତା, ସଞ୍ଚୟ ଓ ସୁବ୍ୟବହାର ଉପରେ ଗୁରୁତ୍ୱ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାନପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଶୁକ୍ରବାର ‘ଜଳ ଅର୍ପଣ ଦିବସ’ ପାଳିତ ହୋଇଯାଇଛି । ବିଭାଗୀୟ…
Read More...

ମାଝୀପଡାରେ ଆନ୍ତର୍ଜାତୀୟ ଅହିଂସା ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ଷୋହଳଗୋଟି ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଅହିଂସା ଦିବସ ପାଳନ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ…
Read More...

ବଲାଙ୍ଗିର ସଦରମହକୁମା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦରମହକୁମା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳନ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ, ଗାନ୍ଧୀ ଭବନ ସମ୍ମୁଖସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ…
Read More...

କେସିଙ୍ଗା ଏନ୍‌ଏସି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : ସାରା ଦେଶରେ କେନ୍ଦ୍ର ସରକାରଙ୍କ ଦ୍ଵାରା "ସ୍ଵଚ୍ଛତା ହିଁ ସେବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜୟନ୍ତୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୨ ତମ ଜୟନ୍ତୀ ଉପଲକ୍ଷେ…
Read More...

ସାଇକେଲରେ ବୁଲି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସଫା କରୁଛନ୍ତି ନିଶୀଥ କୁମାର

ଯାଜପୁର, (କେପିଏନ୍‌ଏସ୍‌) : ତାରାମଦନ ଗ୍ରାମର ବାସିନ୍ଦା ନିଶୀଥ କୁମାର ଦାସ । ବୟସ ୭୧ ବର୍ଷ ଡେଇଁଲାଣି । ଏହି ବୟସରେ ମଧ୍ୟ ସେ ସକାଳୁ ସାଇକଲ ଧରି ବାହାରିଯାନ୍ତି । ବିଭିନ୍ନ ସ୍ଥାନରେ ଗାନ୍ଧୀଜୀଙ୍କ ମୂର୍ତ୍ତିକୁ ସଫା କରିବା ସହ ଫୁଲଧୂପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି । ତାଙ୍କ…
Read More...

ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ୨୦୨୬ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ…
Read More...

ବିଶ୍ୱ ବରିଷ୍ଠ ନାଗରିକ ଦିବସରେ ଦର୍ଶକଙ୍କ ମନକୁ ଛୁଇଁଲା ନାଟକ “ପରେ କହିବି”

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମୟୂରଭଞ୍ଜ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ନାଟକ "ପରେ କହିବି" ମଞ୍ଚସ୍ଥ ହୋଇଯାଇଛି । ୭୫ ବାସ୍ତବ ପରିବାର ଗ୍ରୁପ ପ୍ରଯୋଜିତ ଏବଂ ଚିନ୍ମୟ…
Read More...

ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ମୟୂରଭଞ୍ଜରେ ୪୪ ଦିନିଆ ଅଭିଯାନ

୪୦୪ ଗ୍ରାମ ପଞ୍ଚାୟତରେ ସଚେତନତା, ପଦଯାତ୍ରା, ଶିଶୁ ଶ୍ରମିକ ଉଦ୍ଧାର ଓ ପୁନର୍ବାସ ଉପରେ ଗୁରୁତ୍ୱ ବାରିପଦା, (ଦେବସ୍ମିତ ଚୌଧୁରୀ) : ଶିଶୁ ଶ୍ରମ ପ୍ରଥାର ନିରାକରଣ ତଥା ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା, ସୁରକ୍ଷା ଓ ଏକ ସୁନିଶ୍ଚିତ ଭବିଷ୍ୟତ ସହିତ ଯୋଡ଼ିବା ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲାରେ…
Read More...

ନିଷ୍ଠା ପରିବାରର ରକ୍ତଦାନ ଉତ୍ସବ ୧୦୩ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାର ଖଣ୍ଡହଥା ଆନ୍ଧ୍ର କ୍ୟାମ୍ପଠାରେ ଦୀର୍ଘ ୧୬ ବର୍ଷ ଧରି ସମାଜସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଆସୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଓ ଓଡିଶା ରକ୍ତ ଦାତା ମହାସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ…
Read More...

ରକ୍ତଦାନ ମହତ୍‌ ଦାନ : ସଚେତନତାର ବାର୍ତ୍ତା

୪୪ତମ ଥର ରକ୍ତଦାନ କଲେ ଡା. ଅକ୍ଷୟ ମହାନ୍ତି । ବାରିପଦା, (ଦେବସ୍ମିତ ଚୌଧୁରୀ) : ରକ୍ତଦାନ ଏକ ମହତ୍‌ ଓ ପୁଣ୍ୟ କର୍ମ । ରକ୍ତଦାନ ମାଧ୍ୟମରେ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରେ । ଏହାକୁ ଆଖି ଆଗରେ ରଖି ସମାଜରେ ରକ୍ତଦାନ ସମ୍ପର୍କରେ ସଚେତନତା ଓ ଜନଜାଗରଣ ସୃଷ୍ଟି ପାଇଁ…
Read More...