ରାଉରକେଲା ବନଖଣ୍ଡ ପକ୍ଷରୁ ବଡ ଧରପଗଡ଼, ୫ଟି ବାଲି ବୋଝେଇ ଟ୍ରକ ଜବତ
ରାଉରକେଲା, (ସସ୍ମିତା ପ୍ରଧାନ) : ବେଆଇନ ବାଲି ଚାଲାଣ ଉପରେ ରାଉରକେଲା ବନ ବିଭାଗର ବଡ ଚଢାଉ । ଗତକାଲି ବିଳମ୍ବିତ ରାତିରେ ବନଖଣ୍ଡ ପକ୍ଷରୁ ୫ଟି ବାଲି ବୋଝେଇ ଗାଡି ଜବତ କରାଯାଇଛି । ସୂଚନା ଅନୁସାରେ, ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ନଦୀ ପଠାରୁ ବାଲି ଉତ୍ତୋଳନ ଉପରେ ସରକାରୀ କଟକଣା!-->…
Read More...
Read More...