ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର
ବରଗଡ଼, (ମୁନ୍ନା ସାହୁ) : ମାନବିକତାର ହାତ ବଢ଼ାଇଲା ସଂକଳ୍ପ ପରିବାର । ବରଗଡ଼ ସହର ୱାର୍ଡ ନମ୍ବର ୭ ପାଉଁରୁଟି ଗଳିରୁ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି ସଂକଳ୍ପ ପରିବାର । ସୂଚନା!-->…
Read More...
Read More...