Monthly Archives

September 2026

ବରପାଲି ଦି ଫାର୍ମାସ୍ୟୁଟିକାଲ କଲେଜରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ସ୍ଥିତ ଦି ଫାର୍ମାସ୍ୟୁଟିକାଲ କଲେଜ ପରିସରରେ ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଚଳିତ ବର୍ଷର ଏହି ଦିବସରେ “ସୁସ୍ଥ ଭବିଷ୍ୟତ ପାଇଁ ଫାର୍ମାସିଷ୍ଟଙ୍କୁ ସଶକ୍ତ କରିବା” ଏବଂ “ସ୍ୱସ୍ଥ ଭାରତ:…
Read More...

ପାଇକମାଲରେ ଘଡ଼ଘଡ଼ି ବିଜୁଳି ବର୍ଷା ସହ ମାରୁଛି ପବନ, ପାଞ୍ଚ ଦିନ ହେଲା ବିଦ୍ୟୁତ ସରବରାହ ଖେଳୁଛି ଲୁଚକାଲି ଖେଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଗତ ପାଞ୍ଚଦିନ ହେଲା ବର୍ଷା ଲାଗିରହିଛି । ଘଡ଼ଘଡ଼ି ସହ ମାରୁଛି ବିଜୁଳି । ପ୍ରବଳ ବେଗରେ ବହୁଛି ପବନ । ରାସ୍ତାଘାଟରେ ଭାଙ୍ଗି ପଡୁଛି ବିରାଟ ବିରାଟ ଗଛ । ବିଦ୍ୟୁତ ସରବରାହ ଦେଉଛି ସବୁଠୁଁ ବେଶୀ ଦୁଃଖ…
Read More...

ଦେଓଗାଁରେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା, କାରଣ ଖୋଜୁଛି ପୁଲିସ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ଥାନା ଅଞ୍ଚଳର ସାଗରପାଲି ରେଳ ଷ୍ଟେସନ ନିକଟରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୃତ ଯୁବତୀ ଜଣକ ସ୍ନେହ ଚନ୍ଦେଲ ବୋଲି ଜଣାପଡ଼ିଛି । ଘରେ କେହି ନଥିବା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଖବର ପାଇ ଦେଓଗାଁ ପୁଲିସ…
Read More...

କଣ୍ଟାବାଞ୍ଜିରେ ପ୍ରବଳ ବର୍ଷା: ରାସ୍ତା ଉପରେ ଉପୁଡ଼ି ପଡ଼ିଲା ବଡ଼ ଗଛ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ପ୍ରବଳ ବର୍ଷା ମଧ୍ୟରେ କଣ୍ଟାବାଞ୍ଜି ପୋଲିସ ଥାନା ସମ୍ମୁଖ ମୁଖ୍ୟ ରାସ୍ତାରେ ଗଛ ଉପୁଡ଼ି ପଡ଼ିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁଯାୟୀ, ପୋଲିସ ଷ୍ଟାଫ୍ କ୍ୱାର୍ଟର୍ସ ପରିସରରେ ଥିବା ଏକ ବଡ଼ ଗଛ ପ୍ରବଳ ପବନ ଯୋଗୁଁ…
Read More...

ଗଛରୁ ଖସି ଜୀବନ ଗଲା

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତ ଅନ୍ତର୍ଗତ ଜଲପପଦର ଗାଁରୁ ଆସିଛି ଏକ ଅଭାବନୀୟ ଘଟଣା । ଗଛରେ ଚଢ଼ିଥିବା ବେଳେ ତଳକୁ ଖସି ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ଜଲପପଦର ଗାଁର ଧନୁ ସରାଫ ବୋଲି…
Read More...

ଦେଢେଲ ଗାଁରେ ବୃକ୍ଷ ରୋପଣ

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକ ଘୁନସର ପଞ୍ଚାୟତ ଅନ୍ତର୍ଗତ ଦେଢେଲ ଗାଁରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଅନୁରାଧା ସେଠଙ୍କ ନେତୃତ୍ୱରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା ।…
Read More...

ବିଧାନସଭାରେ କଳିକେଶଙ୍କ ପ୍ରଶ୍ନରେ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ ଏମ୍‌ଏମ୍‌ଡିଆର୍‌ ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ ଭୁବନେଶ୍ୱର : ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବିଧାନସଭାରେ ଉଠାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛତାମଖନା ଇନ୍-ଷ୍ଟ୍ରିମ୍…
Read More...

ଝାଡ଼ଖଣ୍ଡର ସମସ୍ତ ବିଶ୍ୱବିଦ୍ୟାଳୟରେ ଉଦ୍ୟମିତା ପ୍ରେରଣା କାର୍ଯ୍ୟକ୍ରମ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ସୁବୀର ପଲ୍

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଫର୍‌ ଏସ୍‌ସି, ଏସ୍‌ଟି ଏଣ୍ଡ ୱିମେନ ଏଣ୍ଟରପ୍ରେନ୍ୟୋର୍ସ, ନୂଆଦିଲ୍ଲୀର ଜାତୀୟ ଅଧ୍ୟକ୍ଷ ସୁବୀର ପଲ୍ ଗୁରୁବାର ଝାଡ଼ଖଣ୍ଡର ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ରାଜଭବନଠାରେ ସୌଜନ୍ୟମୂଳକ ଭେଟ କରିଛନ୍ତି । ଏହି ଭେଟ…
Read More...

ରାଉରକେଲା ମହାନଗର ନିଗମ ନିର୍ବାଚନ ପାଇଁ ସରକାରଙ୍କ ପଦକ୍ଷେପକୁ ବିଜେପିର ସ୍ୱାଗତ : ମୁଖ୍ୟମନ୍ତ୍ରୀଙ୍କ ସମେତ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମର ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଭାରତୀୟ ଜନତା ପାର୍ଟି, ରାଉରକେଲା ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସ୍ୱାଗତ କରାଯାଇଛି । ୨୦୧୪ ମସିହା ନଭେମ୍ବର ୧୪ ତାରିଖରେ…
Read More...

ସଂଘ ସାହିତ୍ୟ ଚର୍ଚ୍ଚା ଓ ଗୁରୁଜୀଙ୍କ ଜୀବନଚର୍ଯ୍ୟା ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲାର ମାଧବ ନଗର ଶାଖା ଓ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ନଗର ଶାଖାର ସଭାପତି ବ୍ରଜେନ୍ଦ୍ର କୁମାର ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି…
Read More...