Monthly Archives

August 2026

ଶିକ୍ଷକଙ୍କ ପ୍ରମୋଶନ ଗ୍ରେଡେସନ ତାଲିକାରେ ବ୍ୟାପକ ଅନିୟମିତତା ଅଭିଯୋଗ, ମୁରିବାହାଲ ବିଇଓଙ୍କୁ ଦାବିପତ୍ର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପ୍ରାରମ୍ଭିକ ନିଯୁକ୍ତ ସ୍ନାତକ ଶିକ୍ଷକ (କ୍ୟାଟାଗୋରୀ -୨)ସଂଘ ତରଫରୁ ଓଡ଼ିଶାରେ ପ୍ରୋଭିଜିନାଲ ଗ୍ରେଡେସନ ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ଏକ ଦାବିପତ୍ର ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ…
Read More...

ବଲାଙ୍ଗିରରେ ଖାଲି କୋଠା ଘରେ ଚୋରଙ୍କ ଡେରା, ଚଢ଼ାଉ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ନିକଟସ୍ଥ ନେହେରୁନଗର ଖର୍‌ସେଲ୍‌ପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ ଲକ୍ଷ୍ମୀଜୋର୍‌ ପୋଲିସ ସଦଳବଳେ ଆସି ଘଟଣା ସ୍ଥଳରୁ ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ୍‌ କରିଥିବା କୁହାଯାଉଛି । ଦିଆଯାଇଥିବା ସୂଚନା…
Read More...

ବଲାଙ୍ଗିର କରାଟେକାଙ୍କ କମାଲ : ଇଣ୍ଡିଆନ୍ ଚ୍ୟାଲେଞ୍ଜର୍ କପ୍‌ରେ ୧୧ ସ୍ୱର୍ଣ୍ଣ ସହ ମୋଟ ୩୬ ପଦକ ହାସଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମବଙ୍ଗର କୋଲକାତାସ୍ଥିତ ନେତାଜୀ ଇନଡୋର ଷ୍ଟାଡିୟମରେ ଆୟୋଜିତ ଦଶମ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ‘ଇଣ୍ଡିଆନ୍ ଚ୍ୟାଲେଞ୍ଜର୍ କପ୍’ରେ ବଲାଙ୍ଗିରର କରାଟେକାମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ପ୍ରତିଯୋଗିତାରେ ବଲାଙ୍ଗିର ଦଳ ୧୧ଟି…
Read More...

ଲୋୟର ସୁକତେଲ ଡ୍ୟାମରେ ଜଳବନ୍ଦୀ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କରିଡର ଦାବି

ଜାତୀୟ ପକ୍ଷୀ 'ମୟୁର' ସୁରକ୍ଷା ନେଇ ଡିଏଫ୍‌ଓଙ୍କୁ ଦାବିପତ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ କେବଳ ଲୋକଙ୍କ ବିସ୍ଥାପନ ନୁହେଁ, ବନ୍ୟଜନ୍ତୁଙ୍କ ଜୀବନ ମଧ୍ୟ ସଙ୍କଟରେ ପଡ଼ିଥିବା ଅଭିଯୋଗ ଉଠିଛି । ଜଙ୍ଗଲ ଓ ପ୍ରାକୃତିକ ବାସସ୍ଥାନ ଜଳମଗ୍ନ…
Read More...

ରାଉରକେଲା ରୋଟାରୀ କ୍ଲବର ୬୯ତମ ପ୍ରତିଷ୍ଠା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରୋଟାରୀ କ୍ଲବର ୬୯ତମ ପ୍ରତିଷ୍ଠା ଉତ୍ସବ ରାଉରକେଲା କ୍ଲବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡିଜି ରୋଟାରିଆନ ଆଲମ ସିଂହ ରୂପରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଜାତୀୟ ସଂଗୀତ ପରେ ବିଗତ ବର୍ଷର ଅଧ୍ୟକ୍ଷ ଆର୍‌ଟିଏନ୍‌ ସୁଶାନ୍ତ…
Read More...

ପାଚିକା ଓ ସହାୟିକାଙ୍କୁ ନେଇ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପି.ଏମ୍‌ ପୋଷଣ ଓ ଏମ୍‌. ଏସ୍‌ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ପାଚିକା ସହାୟିକାଙ୍କ ପାଇଁ ଏକ ଦିବସୀୟ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ପ୍ରଶିକ୍ଷଣ ଶିବିର ପର୍ଯ୍ୟାୟ…
Read More...

ଜଗଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଏନ୍ଆଇଟିର ପ୍ରଫେସର ଦିଲ୍ଲୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଉରକେଲା ସଂକୁଳ ପ୍ରମୁଖ ଗୋଦାବରୀଶ…
Read More...

ବିଜେପୁର ସରସ୍ଵତୀ ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା, ପରିଚାଳନା ସମିତି ସମ୍ପାଦକ ଯଶୋବନ୍ତ ମେହେରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ…
Read More...

ପଲ୍ହାଘାରି ନଷ୍ଟ, ଜମି ବାଲିଚର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଲଗାଣ ବର୍ଷାରେ ଆଗଲପୁର ବ୍ଲକରେ ଚାଷୀଙ୍କ ବହୁ କ୍ଷୟକ୍ଷତି ହୋଇଛି । ଅଙ୍ଗନଦୀ କୂଳ ଅଂଚଳ ହୋଇଥିବାରୁ ୪ରୁ ୫ ଦିନ ଧରି ଚାଷଜମି ଜଳମଗ୍ନ ରହିଥିଲା । ଫଳରେ ପଲ୍ହାଘାରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପାଣିର ସ୍ରୋତ ଚାଲୁଥିବା ଜମି ଗୁଡିକ ବାଲିଚର ହୋଇଛି ।…
Read More...

ମୁକୁଳା ବ୍ରିଜ, ବଢ଼ୁଛି ଦୁର୍ଘଟଣା ଆଶଙ୍କା

ବଲାଙ୍ଗିର : ବଲାଙ୍ଗିର ସହରର ରାଜେନ୍ଦ୍ର କଲେଜ ଛକରୁ ମହିଳା ମହାବିଦ୍ୟାଳୟକୁ ସଂଯୋଗ କରୁଥିବା ଲକ୍ଷ୍ମୀ ଜୋର ସେତୁ ବର୍ତ୍ତମାନ ବିପଦଜନକ ଅବସ୍ଥାରେ ପଡ଼ିରହିଛି। ବ୍ରିଜର ସୁରକ୍ଷା ବ୍ୟବସ୍ଥା ନଷ୍ଟ ହୋଇଥିବାରୁ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି ।…
Read More...