Daily Archives

ଓମ୍ ଭ୍ୟାଲି ବିଦ୍ୟାଳୟର ପୂର୍ବତନ ଛାତ୍ରୀଙ୍କ ସଫଳତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓମ୍‌ ଭ୍ୟାଲି ସ୍କୁଲର ପୂର୍ବତନ ଛାତ୍ରୀ ପ୍ରିତିଶା ବାନାର୍ଜୀ ଆଜି ନିଜ ଅଞ୍ଚଳର ନା କରି ପାରିଛନ୍ତି । ପିତା ବିରେଶ୍ୱର୍ ବାନାର୍ଜୀ ଓ ମାତା ପୁଷ୍ପିତା ଖଟୁଆଙ୍କ ସୁକନ୍ୟା ପ୍ରିତିଶା ବାନାର୍ଜୀଙ୍କ ଭାରତର ପ୍ରଥମ ବେସରକାରୀ କକ୍ଷୀୟ ପ୍ରକ୍ଷେପଣ ଯାନ
Read More...

ଜଳ ସମାଧି ଅପେକ୍ଷାରେ କୁମିଆପାଲି ଗ୍ରାମର ୮୪ ଆଦିବାସୀ ପରିବାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ଲୋଇସିଂହା ବ୍ଲକର କୁମିଆପାଲି ଗ୍ରାମ ବର୍ତ୍ତମାନ ପାଣି ଘେରରେ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପ୍ରକଳ୍ପର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏପଟେ କୁମିଆପାଲି ଗ୍ରାମକୁ ସଂଯୋଗ କରୁଥିବା
Read More...

ଲଗାଣ ବର୍ଷାରେ ବେହାଲ ନୂଆପଡ଼ା : ୨-୩ ଦିନର ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ଓଡ଼ିଶା-ଛତିଶଗଡ଼ ଯୋଗାଯୋଗ ବିଚ୍ଛିନ୍ନ, ସ୍କୁଲ-କଲେଜ ବନ୍ଦ ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ଗତ ଦୁଇରୁ ତିନି ଦିନ ଧରି ଲଗାତାର ହେଉଥିବା ପ୍ରବଳ ବର୍ଷା ନୂଆପଡ଼ା ଜିଲ୍ଲାର ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ଜିଲ୍ଲାର ବିଭିନ୍ନ
Read More...

ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର, ବୁଲି ଦେଖିଲେ ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର । ଦୁଇ ଦିନର ଲଗାଣ ବର୍ଷା ପରେ ଲକ୍ଷ୍ମୀଯୋରରେ ବନ୍ୟାଜଳ ବଢ଼ି ସତ୍ୟନାରାୟଣପଡ଼ାର ପରିସ୍ଥିତି ସଙ୍କଟଜନକ ହୋଇପଡ଼ିଛି । ତଳିଆ ବ୍ରିଜ ଉପରେ ପ୍ରବଳ ସ୍ରୋତ ବହୁଥିବାରୁ ଅନେକ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି ଏବଂ ଜନଜୀବନ
Read More...

ବର୍ଷାରେ ଉବୁଟୁବୁ ବଲାଙ୍ଗିର : ରାତିସାରା ଉଦ୍ଧାର କାର୍ଯ୍ୟ ଜାରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଲଗାଣ ବର୍ଷା ଯୋଗୁଁ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ଠିକାଦାରପଡ଼ା, ଇଚ୍ଛାପଡ଼ା, ଇନ୍ଦିରାନଗର, କଂସାରିପଡ଼ା, ତାଲପାଲିପଡ଼ା ଓ ତୁଳସୀନଗରରେ ବର୍ଷାଜଳ ଘରେ ପଶିଯିବାରୁ ଅନେକ ପରିବାର ଫସି ରହିଥିଲେ । ପରିସ୍ଥିତି ଗୁରୁତର ହେବା ପରେ
Read More...

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଅଖିଳ ଭାରତୀୟ କୃଷକ ସମ୍ମିଳନୀ

ବରଗଡ, (ମୁନ୍ନା ସାହୁ) : ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଅଖିଳ ଭାରତୀୟ କୃଷକ ସମ୍ମିଳନୀ ୨୮ ଜୁଲାଇରେ କେ ଏସ ଏଡିଟରୀୟମରେ ଠାରେ ଦେଶର ପ୍ରାୟ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୨ ହଜାର ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା
Read More...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ମଦ୍ୟପ ଯୁବକ ଅଟକ

ବରଗଡ, (ମୁନ୍ନା ସାହୁ) : ପ୍ରତିଦିନ ବରଗଡ଼ କଲେଜ ରୋଡ଼ ସ୍ଥିତ ନାକା ଛକରେ ଜଣେ ମଦ୍ୟପ ବ୍ୟକ୍ତି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବରଗଡ଼ ଟାଉନ ଥାନା ପୋଲିସ ତାଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ, ନାକା ଛକ ଅଞ୍ଚଳରେ ମଦ୍ୟପ ଅବସ୍ଥାରେ ଥିବା ଉକ୍ତ ବ୍ୟକ୍ତି ଜଣେ ଛାତ୍ରୀଙ୍କ
Read More...

ଦାଦନ ଖଟିବାକୁ ଯାଇଥିଲେ ସ୍ୱାମୀ : ପ୍ରେମିକ ସହ ସ୍ତ୍ରୀ ଫେରାର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ଜଣେ ଯୁବକ ଘରକୁ ଫେରିବା ପରେ ସ୍ତ୍ରୀ ଅନ୍ୟ ଜଣଙ୍କ ସହ ଫେରାର ହୋଇଯାଇଥିବା ଅଭିଯୋଗ କରି କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ, କଣ୍ଟାବାଞ୍ଜି
Read More...

ତିଖାଲି ନିମ୍ନ ଇନ୍ଦ୍ର ପ୍ରକଳ୍ପରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ନୂଆପଡ଼ା, (କେପିଏନ୍‌ଏସ୍‌) : ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲା ତିଖାଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ସୋମବାର ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିବା ସୂଚନା ମିଳିଛି । ରିଜର୍ଭର ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା
Read More...

ପ୍ରଧାନ ଶିକ୍ଷକଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

"ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ, ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ" ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଦାନ ପ୍ରାପ୍ତ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କ ଏକ ଦିନିଆ ଦକ୍ଷତା ବିକାଶ
Read More...