Daily Archives

ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ଓ ଟୁର୍ଣ୍ଣାମେଣ୍ଟ କମିଟି ବୈଠକ

ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର-୧ ରୁ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ କମିଟିରେ ବାର୍ଷିକ ବିବରଣୀ, ଅଡ଼ିଟ୍‌ ରିପୋର୍ଟ ଆସନ୍ତା ବର୍ଷ ପାଇଁ ବଜେଟ୍‌ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇଥିଲା । ଉକ୍ତ ବୈଠକଟି ସଭାପତି
Read More...

ଲୋୟର ସୁକତେଲ ବିସ୍ଥାପିତ କଲୋନିରେ ସମସ୍ୟା ଶୁଣିଲେ ନରସିଂହ

ବିନା କ୍ଷତିପୁରଣରେ ବିସ୍ଥାପନ ଠିକ୍‌ ନୁହେଁ - ନରସିଂହବିସ୍ଥାପିତଙ୍କ ଉଚିତ କ୍ଷତିପୂରଣ ପାଇଁ ପଦକ୍ଷେପ ନେଉ ଜିଲ୍ଲା ପ୍ରଶାସନ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଜୀବନ ରେଖା କହୁଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ଅଂଚଳର ଲୋକଙ୍କ ବଳିଦାନ ଭୁଲିଯିବା କଥା
Read More...

ପଶ୍ଚିମ ଓଡ଼ିଶା ଆର୍ଯ୍ୟସମାଜର ସାଂଗଠନିକ ସଭା ଓ କର୍ମକର୍ତ୍ତା ଚୟନ

ସମ୍ବଲପୁର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ଆର୍ଯ୍ୟସମାଜର ଆହ୍ୱାନ କ୍ରମେ ରବିବାର ପୂର୍ବାହ୍ନ ସାଢେ଼ ଦଶ ଘଣ୍ଟା ସମୟରେ ବୈଦିକ ମଞ୍ଚ (ମଣ୍ଡପ)ପ୍ରଭୁ ଭକ୍ତି ଆଶ୍ରମ ଗୁଡକାଟିକ୍ରା, ଗୋଡଭଗା, ସମ୍ବଲପୁର ଠାରେ ସଂଗଠନର ପ୍ରଧାନ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀଙ୍କ ସଭାପତିତ୍ୱରେ
Read More...

ରାଜ୍ୟବ୍ୟାପି ସାର ସଙ୍କଟ ଘଟଣା : ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଇବାକୁ ଦାବି କଲା ଚାଷୀ ସୁରକ୍ଷା ଅଭିଯାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟରେ ଚଳିତ ଜୁଲାଇ ମାସରେ ଭଲ ମୌସୁମୀ ବର୍ଷା ପରେ ଚାଷୀମାନେ ଖରିଫ ଧାନ ଚାଷ ପାଇଁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଏତିକି ବେଳେ ଦେଖାଦେଇଥିବା ସାର ସଙ୍କଟ ଚାଷ ପାଇଁ ଚାଷୀଙ୍କ ସରାଗ ଭାଙ୍ଗି ଦେଇଛି । ରାଜ୍ୟର ଏକାଧିକ ଜିଲ୍ଲାରେ ୟୁରିଆ ଏବଂ ଡିଏପି ସାର
Read More...

ସ୍ୱର୍ଗତ ଲଛମନ ଦାଶ କେଜ୍ରିୱାଲଙ୍କ ସ୍ମୃତିରେ ଟିଟିଲାଗଡ ମାଉସି ମା’ ମନ୍ଦିରରେ ଅନ୍ନ ପ୍ରସାଦ ବଣ୍ଟନ ଓ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସହ ଜଡିତ ହେରାପଞ୍ଚମୀ ଅବସରରେ ସ୍ୱର୍ଗତ ଲଚ୍ଛମନ ଦାସ କେଜ୍ରିୱାଲଙ୍କ ସ୍ମୃତିରେ ଭକ୍ତଙ୍କୁ ଚାଟାର୍ଡ ଆକାଉଣ୍ଟାଣ୍ଟ ରମେଶ କେଜ୍ରିୱାଲ ଓ ପରିବାର ବର୍ଗ ତରଫରୁ ମାଉସି ମା' ମନ୍ଦିରରେ ଅନ୍ନ ପ୍ରସାଦ ବିତରଣ
Read More...

ଦ୍ୱିତୀୟ ଦିନ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘ ବଲାଙ୍ଗିର ଆନୁକୂଲ୍ୟରେ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍‌ ଆଜି ଦ୍ୱିତୀୟ ଦିନର ଖେଳର ରିପୋର୍ଟ ହେବା ପର୍ଯ୍ୟନ୍ତ ୭୫ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ହୋଇଥିବା ମ୍ୟାଚ୍‌ ମଧ୍ୟରୁ ୧୧ ବର୍ଷ
Read More...

ଆଡ଼ପ ଘରେ ଶ୍ରୀ ଜଗନ୍ନାଥଙ୍କ ନିଆରା ହେରା ପଞ୍ଚମୀ ପର୍ବ ଓ ଶ୍ରୀନୃସିଂହ ଅବତାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଥିବା ଦାସୀରି ଜଗନ୍ନାଥ ମନ୍ଦିର, ସୀତାରାମପଲ୍ଲୀର ପଣ୍ଡା ଜଗନ୍ନାଥ ମନ୍ଦିର ଏବଂ ରାଜାଘରର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ପକ୍ଷରୁ ପରିଚାଳିତ ହେଉଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ପରଦିନଠାରୁ ପାରମ୍ପରିକ ଭାବେ ପ୍ରତିବର୍ଷ ପରି ଚଳିତ
Read More...

ରୋଟାରୀ ଇଷ୍ଟର ୩୭ତମ ଅଧିଷ୍ଠାନ ଉତ୍ସବ

ଜାତୀୟତା ମନୋଭାବ ସୃଷ୍ଟି କରିବା ପାଇଁ ଆହ୍ୱାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ୩୭ତମ କର୍ମକର୍ତ୍ତା ଅଧିଷ୍ଠାନ ଉତ୍ସବ ଧର୍ମନଗର-୫ ସ୍ଥିତ କ୍ଲବର ସଭାଗୃହରେ ଆୟୋଜିତ ହେଇଯାଇଛି । ଏହି ଉତ୍ସବରେ ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ତଥା
Read More...

ତାଳଗୁଡ଼ ଠାରେ ପାଇକ ସମାଜର ନୂତନ ଭବନର ଗୃହ ପ୍ରବେଶ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ପବିତ୍ର ହେରା ପଞ୍ଚମୀ ଦିନ ରାଜପୁତ କ୍ଷତ୍ରୀୟ ପାଇକ ସମାଜ, ପଶ୍ଚିମ ମଣ୍ଡଳ ସମିତି, ତାଲଗୁଡ ପଲ୍ଲୀର ନୂତନ ସମାଜ ଭବନ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଲ୍ଲୀ ସଭାପତି ପୂର୍ଣ୍ଣଚନ୍ଦ୍ର ମହାଲିକ ସପତ୍ନିଙ୍କ ସହିତ
Read More...

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଣାଣି ଶିବିରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ
Read More...