୬ ତାରିଖରେ ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ : ବରଗଡ଼ରେ ସ୍ୱାଗତ କରିବେ ସାଂସଦ ପ୍ରଦୀପ ପୁରୋହିତ
ବରଗଡ଼, (ନିରୋଜ କୁମାର ପାଣୀ) : ପୂର୍ବତଟ ରେଳପଥର ପ୍ରସ୍ତାବକୁ ଅନୁମୋଦନ କରି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ପୁରୀ–କୋରାପୁଟ–ପୁରୀ ମଧ୍ୟରେ ନୂତନ ୧୮୪୦୭/୧୮୪୦୮ ପୁରୀ–କୋରାପୁଟ ଏକ୍ସପ୍ରେସ ଚଳାଚଳ ପାଇଁ ସବୁଜ ସଙ୍କେତ ଦେଇଛି । ରେଳ ବୋର୍ଡ ପକ୍ଷରୁ ଜାରି ହୋଇଥିବା ପତ୍ର ଅନୁଯାୟୀ,!-->…
Read More...
Read More...