ରାଉରକେଲା ପୋଲିସ୍ ପକ୍ଷରୁ ଗୋଲଘର ରାମେଶ୍ୱରପାଲିର ତୋଫାନ ବିନ୍ଧାଣୀ ହତ୍ୟା ଘଟଣାରେ ଆଉ ଜଣଙ୍କୁ ଗିରଫ୍
ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ୨୦୨୬ ଜୁନ୍ ୧୬ ତାରିଖ ଦିନ ସନ୍ଧ୍ୟା ୪ଟା ୧୦ ସମୟରେ, ରାଉରକେଲା ସେକ୍ଟର-୭ ଥାନା ଅଧିନସ୍ଥ ସେକ୍ଟର-୫ ଗୋଲଘର ରାମେଶ୍ୱରପାଲିର ଅନୁରାଗ ବିଶ୍ୱାଳଙ୍କ ପତ୍ନୀ ଚନ୍ଦ୍ରିକା ବିଶ୍ୱାଳ (୩୦)ଙ୍କ ଲିଖିତ ଅଭିଯୋଗ ଅନୁସାରେ ପଞ୍ଜିକୃତ ହୋଇଥିଲା । ୨୦୨୬ ଜୁନ୍ ୧୯!-->…
Read More...
Read More...